ବର୍ଷା ଋତୁରେ ଆମେ ବର୍ଷାତି କୋଟ୍ ବା ଛତା ବ୍ୟବହାର କରିଥାଉ।
ଶୀତ ଋତୁରେ ପ୍ରବଳ ଖରା ହୁଏ ଏବଂ ଲୋକମାନେ ଛତା ଧରି ବୁଲନ୍ତି।
ଗୋଟିଏ ବଡ଼ ପାଣି ଟାଙ୍କି ଭର୍ତ୍ତି ହେବାକୁ ଗୋଟିଏ ବୋତଲରେ ପାଣି ଭରିବା ଅପେକ୍ଷା ଅଧିକ ସମୟ ଲାଗେ।
ପିଙ୍କୁ ସକାଳେ ଉଠି ଗପ ବହି ପଢ଼ି ଶୋଇବାକୁ ଯାଏ।
ପିଙ୍କୁ ରାତିରେ ପରିବାର ଲୋକଙ୍କ ସହିତ ଭୋଜନ କରେ।
ରାତିରେ ଆକାଶରେ ସୂର୍ଯ୍ୟ ଦିଶନ୍ତି।
ପିଙ୍କୁ ସନ୍ଧ୍ୟାବେଳେ ସାଙ୍ଗମାନଙ୍କ ସହିତ ଖେଳେ ଓ ତା'ପରେ ପାଠ ପଢ଼େ।
ସୂର୍ଯ୍ୟ ଅସ୍ତ ହେବା ପରେ ସକାଳ ହୁଏ।
ବିଦ୍ୟାଳୟ ଛୁଟି ହେବାପରେ ଘରକୁ ଫେରି ପିଙ୍କୁ କିଛି ସମୟ ବିଶ୍ରାମ ନିଏ।
ପିଙ୍କୁ ବିଦ୍ୟାଳୟରେ ଏକୁଟିଆ ବସି ମଧ୍ୟାହ୍ନ ଭୋଜନ କରେ।
ଅପରାହ୍ନ ସମୟରେ ସୂର୍ଯ୍ୟ ମୁଣ୍ଡ ଉପରେ ଥାଆନ୍ତି।
ଆକାଶରେ ସୂର୍ଯ୍ୟ ଉଦୟ ହେଲେ ରାତି ସମୟ ହୁଏ।
ପିଙ୍କୁର ଦିନଟି ଯୋଗ ବା ବ୍ୟାୟାମରୁ ଆରମ୍ଭ ହୁଏ।
ପିଙ୍କୁ ସକାଳେ ଉଠି ଥଣ୍ଡା ପାଣି ପିଏ।
ପିଙ୍କୁର ବୟସ ୬ ବର୍ଷ ଅଟେ।