୩ଟି ଟୋକେଇରେ ପ୍ରତ୍ୟେକରେ ୩ଟି ଲେଖାଏଁ ସେଓ ଥିବାରୁ ମୋଟ ସେଓ ସଂଖ୍ୟା ୬ ହେବ ।
ଟିନୁ ପାଖରେ ଥିବା ୫ଟି ବାକ୍ସର ପ୍ରତ୍ୟେକଟିରେ ୩ଟି ଲେଖାଏଁ ପେନ୍ସିଲ୍ ଥିଲା ।
ଟିନୁ କିଣିଥିବା ପ୍ରତ୍ୟେକ ପ୍ୟାକେଟ୍ରେ ୪ଟି ଲେଖାଏଁ ରବର ଥିଲା ।
ପ୍ରତ୍ୟେକ ଟ୍ରେରେ ୫ଟି ଲେଖାଏଁ ପାଣି ବୋତଲ ରଖାଯାଇଥିଲା ।
ବସ୍ରେ ପାଣିବୋତଲ ରଖିବା ପାଇଁ ୩ଟି ଟ୍ରେ ଥିଲା ।
୨କୁ ୮ ଥର ନେଲେ ମୋଟ ସଂଖ୍ୟା ୧୬ ହୁଏ ।
ବସ୍ରେ ୮ଟି ଧାଡ଼ିରେ ସିଟ୍ ଥିଲା ଏବଂ ପ୍ରତି ଧାଡ଼ିରେ ୨ ଜଣ ଲେଖାଏଁ ପିଲା ବସିଥିଲେ ।
୩ର ୫ ଗୁଣ ହେଉଛି ୧୨ ।
ପ୍ରତ୍ୟେକ ପ୍ଲେଟ୍ରେ ୩ଟି ଲେଖାଏଁ ଜିଲାପି ଥିଲା ।
ପିଲାମାନେ ମୋଟ ୬ଟି ପ୍ଲେଟ୍ ଜିଲାପି ବରାଦ କରିଥିଲେ ।
ଚକ୍ରିଦୋଳିରେ ମୋଟ ୪ଟି ଝୁଲା ଥିଲା ।
ଚକ୍ରିଦୋଳିର ପ୍ରତି ଝୁଲାରେ ୨ ଜଣ ଲେଖାଏଁ ବସିପାରିବେ ।
ଖେଳଣା ଟ୍ରେନ୍ରେ ମୋଟ ୩ଟି ଡବା ଥିଲା ।
ଖେଳଣା ଟ୍ରେନ୍ର ଗୋଟିଏ ଡବାରେ ୫ ଜଣ ଲେଖାଏଁ ପିଲା ବସିପାରିବେ ।
ଗାଁ ପାଖ ମେଳା ପଡ଼ିଆକୁ କିଛି ପିଲା ମେଳା ଦେଖିବାକୁ ଯାଇଥିଲେ ।