ଦୁଇଟି ୧୦ ଟଙ୍କିଆ ନୋଟ୍ ମିଶିଲେ ୨୦ ଟଙ୍କା ହୁଏ ।
ସାହିଲ ୧ ଟଙ୍କିଆ ଓ ୨ ଟଙ୍କିଆ ମୁଦ୍ରା ଗଣିବା ଆରମ୍ଭ କରିଥିଲା ।
ଦୁଇଟି ୫ ଟଙ୍କିଆ ମୁଦ୍ରା ମିଶିଲେ ଗୋଟିଏ ୧୦ ଟଙ୍କିଆ ନୋଟ୍ ସହିତ ସମାନ ହୁଏ ।
ଗୋଟିଏ ୧୦ ଟଙ୍କିଆ ନୋଟ୍ ସହିତ ଗୋଟିଏ ୫ ଟଙ୍କିଆ ମୁଦ୍ରା ମିଶିଲେ ମୋଟ ୨୦ ଟଙ୍କା ହୁଏ ।
ଖାଲି ଡବା ବା ବାକ୍ସ ନେଇ ଘରେ କୁମ୍ପି ବା ଟଙ୍କା ବାକ୍ସ ତିଆରି କରାଯାଇପାରିବ ।
ଟଙ୍କା ସଞ୍ଚୟ କରିବା ଏକ ଖରାପ ଅଭ୍ୟାସ ଅଟେ ।
୫ ଟଙ୍କା, ୨ ଟଙ୍କା, ୨ ଟଙ୍କା ଏବଂ ୧ ଟଙ୍କାର ମୁଦ୍ରା ମିଶିଲେ ମୋଟ ୧୨ ଟଙ୍କା ହୁଏ ।
୧୦ ଟଙ୍କା, ୨ ଟଙ୍କା ଏବଂ ୧ ଟଙ୍କା ମିଶିଲେ ମୋଟ ୧୩ ଟଙ୍କା ହୁଏ ।
୧ ଟଙ୍କା, ୨ ଟଙ୍କା ଏବଂ ୫ ଟଙ୍କାର ମୁଦ୍ରା ମିଶିଲେ ମୋଟ ୧୧ ଟଙ୍କା ହୁଏ ।
ରିୟା ଏବଂ ସାହିଲଙ୍କ ପାଖରେ ମୋଟ ୩୦ ଟଙ୍କା ଥିଲା ।
ରିୟା ପାଖରେ ୧୦ ଟଙ୍କା ଥିଲେ ୧୪ ଟଙ୍କାର କାର୍ କିଣିବା ପାଇଁ ତାଙ୍କୁ ଆଉ ୧୦ ଟଙ୍କା ଦରକାର ହେବ ।
ଖେଳଣା କାର୍ର ମୂଲ୍ୟ ୧୪ ଟଙ୍କା ଅଟେ ।
ସାହିଲ ୨୦ ଟଙ୍କାର ବଲ୍ କିଣିବା ପାଇଁ ୨ଟି ୧୦ ଟଙ୍କିଆ ନୋଟ୍ ଦେବ ।
୨୦ ଟଙ୍କାର ବଲ୍ କିଣିବା ପାଇଁ ରିୟାକୁ ତିନୋଟି ୫ ଟଙ୍କିଆ ମୁଦ୍ରା ଦେବାକୁ ପଡ଼ିବ ।
ଗୋଟିଏ ବଲ୍ର ଦାମ୍ ୨୦ ଟଙ୍କା ଅଟେ ।