ଖେଳଣାଗୁଡ଼ିକର ସଂଖ୍ୟା ତୁଳନା କରି ନିମ୍ନଲିଖିତ ଶୂନ୍ୟସ୍ଥାନଗୁଡ଼ିକରେ 'ଅଧିକ', 'କମ୍' ବା 'ସମାନ' ଶବ୍ଦ ବ୍ୟବହାର କରି ପୂରଣ କର: କ. କଣ୍ଢେଇ ସଂଖ୍ୟା କାର୍ ସଂଖ୍ୟା ଠାରୁ ______ । ଖ. ହାତୀ ସଂଖ୍ୟା କଣ୍ଢେଇ ସଂଖ୍ୟା ଠାରୁ ______ । ଗ. ଭାଲୁ ସଂଖ୍ୟା ହାତୀ ସଂଖ୍ୟା ଠାରୁ ______ । ଘ. କାର୍ ସଂଖ୍ୟା ଭାଲୁ ସଂଖ୍ୟା ଠାରୁ ______ ।