1ତଳେ ଦିଆଯାଇଥିବା ଫେଡ଼ାଣ ସମସ୍ୟାଗୁଡ଼ିକର ଉତ୍ତର ଲେଖ:
(କ) ମନୀଷା ପାଖରେ ୯ ଟି କଦଳୀ ଥିଲା। ସେଥିରୁ ସେ ୩ ଟି କଦଳୀ ଖାଇଦେଲା। ତା' ପାଖରେ ଆଉ କେତୋଟି କଦଳୀ ବଳିଲା?
(ଖ) ଫୁଲ ଉପରେ ୮ ଟି ପ୍ରଜାପତି ବସିଥିଲେ। ସେଥିରୁ ୪ ଟି ପ୍ରଜାପତି ଉଡ଼ିଗଲେ। ଆଉ କେତୋଟି ପ୍ରଜାପତି ରହିଲେ?
(ଗ) ଗୋଟିଏ ଗଛମୂଳେ ୭ ଟି ବେଙ୍ଗ ଥିଲେ। ସେଥିରୁ ୨ ଟି ବେଙ୍ଗ ଡେଇଁ ଡେଇଁ ପଳାଇଲେ। ଆଉ କେତୋଟି ବେଙ୍ଗ ରହିଲେ?
5 marks