Tap an option to check your answer instantly.
‘ରସୁଣ’ ଶବ୍ଦର ଶେଷରେ କେଉଁ ଅକ୍ଷର ଅଛି ?
କୁକୁଡ଼ୁ-କୁ ଡାକି ସକାଳେ କିଏ ନିଦରୁ ଉଠାଇ ଦିଏ ?
ମଥାରେ ମୁକୁଟ ଥାଇ ମଧ୍ୟ ସେ ରଜା ନୁହେଁ, ସେ କିଏ ?
ବଗ କାହାକୁ ଡାକି ଖାଇବାକୁ ଦେଲା ?
ମାଛ ଆଣି ବଗ କ’ଣ କଲା ?
ବଗ ଝରଣା ପାଖରୁ କ’ଣ ଆଣିଲା ?
ବଗ କେଉଁଠାକୁ ଗଲା ?
‘ଛଅ ଛଅ ବାର, ଘର ____ କର।’ - ଶୂନ୍ୟସ୍ଥାନ ପାଇଁ ଉପଯୁକ୍ତ ଶବ୍ଦ କେଉଁଟି ?
‘ତାରି ତାରି ଆଠ, ମିରିଗି କଲା ____।’ - ଶୂନ୍ୟସ୍ଥାନ ପୂରଣ କର।
ନିମ୍ନଲିଖିତ ମଧ୍ୟରୁ କେଉଁ ଶବ୍ଦରେ ‘ତ’ ଅକ୍ଷର ଅଛି ?
ନିମ୍ନଲିଖିତ ମଧ୍ୟରୁ କେଉଁ ଶବ୍ଦରେ ‘ଦ’ ଅକ୍ଷର ଅଛି ?
ପତ୍ର ଭିତରେ ଥିବା ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଥିରେ ‘ଣ’ ଅକ୍ଷର ଅଛି ?
ନିମ୍ନଲିଖିତ କେଉଁ ଶବ୍ଦର ଶେଷ ଅକ୍ଷର ‘ଣ’ ଅଟେ ?
‘ବ + ର + ଗ + ଛ’ ଅକ୍ଷରଗୁଡ଼ିକୁ ଯୋଡ଼ିଲେ କେଉଁ ଶବ୍ଦ ହେବ ?
‘ଛ + ପ + ନ’ ମିଶି କେଉଁ ଶବ୍ଦ ହୁଏ ?
‘ଛ + ତା’ ମିଶି କେଉଁ ଶବ୍ଦ ହୁଏ ?
‘ପ’ ସହିତ ‘ଛ’ ଯୋଡ଼ିଲେ କେଉଁ ଶବ୍ଦ ଗଠିତ ହୁଏ ?
କେଉଁ ଶବ୍ଦଟିରେ ‘ଛ’ ଅକ୍ଷର ନାହିଁ ?
ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଥିରେ ‘ଛ’ ଅକ୍ଷର ଅଛି ?
ଅଜା କେଉଁଠାରେ ବସି କଥା କହୁଥାନ୍ତି ?
ବାସି ଦରବ ଖାଇଲେ କ’ଣ ହୁଏ ?
ଶାଗକୁ କିପରି ପ୍ରସ୍ତୁତ କରି ଖିଆଯାଏ ?
ଶାଗ କିଆରିରୁ କେଉଁ କେଉଁ ଶାଗ ଅଣାଯାଏ ?
ଅଜା କାହାକୁ ଧରି ଶାଗ କିଆରିକୁ ଯାଆନ୍ତି ?
ଦେହ ପାଇଁ କେଉଁ ଖାଦ୍ୟ ହିତକର ବୋଲି ଅଜା କହିଛନ୍ତି ?