କୁକୁରକୁ ଦେଖି ବିଲୁଆ ଡରି ପଳାଇଲା।
ବଣରୁ ବାଘଟିଏ ଆସିଲା।
କୁକୁଡ଼ା ଆଉ କୁକୁର ଦୁଇ ମିତ ଥିଲେ।
ଅଜିତ ରସଗୋଲା ଖାଇଲା।
ଧଡ଼ିଆ ନଡ଼ିଆ ଖାଇଲା।
ଡାମରା ମୁଢ଼ି ଖାଇ ନାଚିଲା।
ପାରା ବଢ଼ିଆ ଲଡ଼ୁ ଆଣିଥିଲା।
ହନୁମାଙ୍କଡ଼ କଳା ଚଷମା ପିନ୍ଧିଥିବାରୁ ଧଳା ବିରାଡ଼ି ତାକୁ କଳା ଦିଶୁଥିଲା।
ଧଡ଼ିଆ କୁକୁରଟି ମାଙ୍କଡ଼ ଆଖିରୁ କଳା ଚଷମାଟି କାଢ଼ିଦେଲା।
ବିରାଡ଼ି ନାନୀ ପ୍ରକୃତରେ ଏକ କଳା ରଙ୍ଗର ବିରାଡ଼ି ଥିଲା।
ହନୁମାଙ୍କଡ଼ ବିରାଡ଼ି ନାନୀକୁ ଡାକ୍ତର ପାଖକୁ ଯାଇ ଦେହ ଦେଖାଇବା ପାଇଁ କହିଲା।
ସେଦିନ ପୁଷମାସ ରବିବାର ଥିଲା।
ହନୁମାଙ୍କଡ଼ ନାଲି ରଙ୍ଗର ଚଷମା ପିନ୍ଧିଥିଲା।
ବିରାଡ଼ି ନାନୀ କ୍ଷୀର ନପାଇବାରୁ ମୁହଁ ଶୁଖେଇ ବସିଥିଲା।
ଆଜି ରବିବାର ଥିଲା ଏବଂ ବିରାଡ଼ି ନାନୀର ବଡ଼ ମନଦୁଃଖ ଥିଲା।