ନିୟମିତ ନଖ କାଟିବା ଏକ ଭଲ ଅଭ୍ୟାସ।
ଆମେ ଆସନ ଉପରେ ବସି ଖାଇବା ଉଚିତ।
ଖାଇବା ପରେ ଆମେ ପ୍ରଥମେ ହାତ ଧୋଇବା ଉଚିତ, ଆଗରୁ ନୁହେଁ।
ସନିଆ ହାଟରୁ ଶାଗ, ସାରୁ ଓ କଷି କାକୁଡ଼ି କିଣିଲା।
ସନିଆ ବୈଶାଖ ମାସର ଶେଷ ରବିବାରରେ ହାଟକୁ ଯାଇଥିଲା।
ଖରାଦିନ ଯିବା ପରେ ବରଷା ଦିନ ଆସିଲା।
ନିଦ ଭାଙ୍ଗିବା ପରେ ସନା ରସଗୋଲା ଖାଇଲା।
ସନା ଆସୁଆସୁ ଖଟରେ ମାଡ଼ ହୋଇଗଲା।
ସନାର ଅସରପାଙ୍କୁ ଭାରି ଡର ଥିଲା।
ରସଗୋଲା ତାଟିଆ ପାଖରେ ତିନୋଟି ମୂଷା ଥିଲେ।
ମାଆ ଭାତ, ଡାଲି ଓ ଶାଗଭଜା ରୋଷେଇ କରିଥିଲେ।
ଡାଲାରେ ପାଚିଲା ଆମ୍ବ ଓ ସେଓ ଥିଲା।
ସନା ପାଳିଥିବା ଶୁଆର ନାଆଁ ମିଠୁଆ ଥିଲା।
ସନା ଗୋଟିଏ ପାରା ପାଳିଥିଲା।
ସନା ଶେଯରେ ଶୋଇ ସପନ ଦେଖୁଥିଲା।