ରସଗୋଲା ଦେଖି ଭଉଣୀର ମନ ଖାଇବାକୁ ଅଥୟ ହୋଇଥିଲା।
ଭାଇ ଦୋକାନରୁ ଖଜା କିଣି ଆଣିଥିଲେ।
ଭାଇ ଯାତରା ଦେଖିବାକୁ ପୁରୀ ଯାଇଥିଲେ।
ପୁନି ଚାଲି ଚାଲି ଏକୁଟିଆ ଘରକୁ ଫେରିଲା।
ପୁନି ଯାତରାରେ ରସଗୋଲା, ଖଜା ଓ ମାଲପୁଆ ଖାଇଲା।
ପୁନି ଦୋକାନରୁ କେବଳ ବହି ଓ ଖାତା କିଣିଲା।
ପୁନି ମଧ୍ୟ ମାଆକୁ ଦେଖି ରଥକୁ ଜୁହାର ହେଲା।
ମାଆ ବେଙ୍ଗ ରଥକୁ ଦେଖି ଡରି ପଳାଇ ଆସିଲା।
ରଥଯାତରାରେ ଲୋକମାନେ ହରିବୋଲ ଓ ହୁଳହୁଳି ପକାଉଥିଲେ।
ପୁନି ରଥଯାତରାରେ ଚାରୋଟି ରଥ ଦେଖିଲା।
ଦୂରରୁ ଭୋଭୋ ଶବ୍ଦ ଶୁଣି ପୁନି ଡରିଗଲା।
ମାଆ ବେଙ୍ଗ ପୁନିକୁ ନିଜ ମୁଣ୍ଡ ଉପରେ ବସାଇ ଯାତରାକୁ ନେଇଥିଲା।
ଲୋକମାନେ ସଜବାଜ ହୋଇ ରଥଯାତରା ଦେଖିବାକୁ ଯାଉଥିଲେ।
ବେଙ୍ଗଛୁଆର ନାମ ମୁନି ଥିଲା।
ପୋଖରୀରେ ଗୋଟିଏ ବେଙ୍ଗୁଲୀ ତା' ଛୁଆ ପୁନି ସହିତ ରହୁଥିଲା।