ଦ୍ୱିତୀୟ ବେଲୁନ ପାଇ ରାକ୍ଷୀ ଖୁସି ମନରେ ନାଚିନାଚି ଘରକୁ ଫେରିଲା।
ଓଉଖଟା ଖାଇ ସଭିଏଁ କାନ୍ଦିବାକୁ ଲାଗିଲେ।
ମାଆ ଓଉଖଟାରେ ଆଉ ଟିକିଏ ଗୁଡ଼ ପକାଇଦେଲେ।
ଓଉଖଟାରେ ଲୁଣ ଊଣା ହୋଇଯାଇଥିଲା।
ମାଆ ଡାଲମା, ମୂଳାଭଜା, କ୍ଷୀରି ଓ ଓଉଖଟା ତିଆରି କଲେ।
ବାପା ବଜାରରୁ ଆମ୍ବ କିଣି ଆଣିଲେ।
ରାକ୍ଷୀର ମନ ଊଣା ଦେଖି ମାମୁ ଆଉ ଗୋଟିଏ ବେଲୁନ କିଣିଦେଲେ।
ବେଲୁନ ଫାଟିଯିବାରୁ ରାକ୍ଷୀ ବହୁତ ଖୁସି ହୋଇଗଲା।
ବାଟରେ ରାକ୍ଷୀର ବେଲୁନଟି ଫାଟିଗଲା।
ରାକ୍ଷୀ ମୀନାବଜାରରୁ ଗୋଟିଏ ବହି କିଣିଲା।
ମୀନାବଜାରରେ ରାକ୍ଷୀ ଦୋଳି ଖେଳିଥିଲା।
ରାକ୍ଷୀ ତାର ବାପାଙ୍କ ସହିତ ମେଢ଼ ଦେଖିବାକୁ ଯାଇଥିଲା।
ମେଢ଼ ପାଖରେ ଠାକୁରାଣୀଙ୍କ ପୂଜା ହେଉଥିଲା।
ଦଶହରା ପର୍ବ ଶୀତ ଋତୁରେ ପାଳନ କରାଯାଏ।
ଦଶହରା ମେଢ଼ ଦେଖିବା ପାଇଁ ରାକ୍ଷୀ ମାମୁ ଘରକୁ ଯାଇଥିଲା।