ରାସ୍ତାରେ ଟ୍ରାକ୍ଟରରେ ଫସଲ ବୋଝେଇ ହୋଇ ଯାଉଛି ।
ବଗଟି ବେଙ୍ଗକୁ ସହଜରେ ଗିଳି ଦେଲା ।
ବଗଟି ବେଙ୍ଗକୁ ଖାଇବା ପାଇଁ ଥଣ୍ଟ ମେଲାଇ ଆକ୍ରମଣ କଲା ।
ବେଙ୍ଗଟି ନିଜ ହାତରେ ବାଡ଼ି ଓ ଏକ ଲୁହା ବଳୟ ଧରି ଖେଳୁଥିଲା ।
ହରିଣଟି ଭଲ ହୋଇ ଗାଁ ଭିତରକୁ ପଳାଇ ଆସିଲା ।
ଲୋକଟି ହରିଣକୁ ଖାଇବା ପାଇଁ ଡାଳପତ୍ର ଦେଲା ।
ହରିଣଟି ଭଲ ଭାବରେ ଚାଲି ପାରୁଥିଲା ।
ଲୋକଟିଏ ବଣପାଖ ସଡ଼କ ଦେଇ ଯାଉଥିବା ବେଳେ ଗୋଟିଏ ହାତୀ ଦେଖିଲା ।
କମଳା ସରବତ ଭାରି ଖଟା ଥିଲା ।
ବାପା କମଳାରୁ ସରବତ ତିଆରି କଲେ ।
କମଳା ଗଛରୁ ବାପା କମଳା ତୋଳିଲେ ।
ପୋଖରୀ ଜଳରେ ମାଛମାନେ ପହଁରୁଛନ୍ତି ।
ଫସଲ କ୍ଷେତରେ ଚଢ଼େଇ ଘଉଡ଼ାଇବା ପାଇଁ ଏକ କୁଶପୁତ୍ତଳିକା ଛିଡ଼ା ହୋଇଛି ।
ଚାଷୀମାନେ ଟ୍ରାକ୍ଟର ସାହାଯ୍ୟରେ ଜମିରେ ହଳ କରୁଛନ୍ତି ।
ଆକାଶରେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ଶୋଭା ପାଉଛି ।