‘ଚଷମା’ ଶବ୍ଦର ପ୍ରଥମ ଅକ୍ଷର ହେଉଛି ‘ଟ’।
‘ଟଗର’ ଶବ୍ଦର ପ୍ରଥମ ଅକ୍ଷର ହେଉଛି ‘ଟ’।
‘ଟମାଟୋ’ ଶବ୍ଦଟି ‘ଚ’ ଅକ୍ଷରରୁ ଆରମ୍ଭ ହୋଇଛି।
‘ଚକ’ ଶବ୍ଦର ପ୍ରଥମ ଅକ୍ଷର ‘ଚ’ ଅଟେ।
ଭଉଣୀ ଘଉଁ ଘଉଁ ଶବ୍ଦ କରି ଧାଇଁ ଆସିଲା।
ପୁଷି ମିଆଁଉ ମିଆଁଉ ଶବ୍ଦ କରି ଧାଇଁ ଆସିଲା।
ପିଠା ତିଆରି ଦେଖି ପିଲାମାନେ ଦୁଃଖୀ ହୋଇଗଲେ।
ଜେଜେ ଠାକୁର ପୂଜା କରିଥିଲେ।
ଜେଜେ ଚକୁଳି ସାଙ୍ଗରେ କ୍ଷୀରି ଖାଇବାକୁ କହିଥିଲେ।
ଚକୁଳିର ଚେଁ ଚାଁ ଶବ୍ଦ ଟୁନା ଓ ଟୁନି ଶୁଣିଥିଲେ।
ଚକୁଳି ପିଠା ତିଆରି ହେବା ସମୟରେ ଭଁ ଭଁ ଶବ୍ଦ ହେଉଥିଲା।
ଜେଜୀ ପିଠାପାତିଆ ଧରି ଚକୁଳି ପିଠା କରିଥିଲେ।
ବାପା ବିରି ବାଟିଥିଲେ।
ବାପା ଚକୁଳି ପିଠା ତିଆରି କରିଥିଲେ।
ମାଆ ଚାଉଳ ଚୁନା ଆଣିଥିଲେ।