ମାଆ ବାଇଗଣ ଭଜା କରିଥିଲେ ଏବଂ ମୁନି ଖୁସିରେ ଖାଇଲା।
ବାଇଗଣ ଗଛରେ କୌଣସି ବାଇଗଣ ଫଳିଲା ନାହିଁ।
ମୁନି ବଗିଚାରେ ବାଇଗଣ ଗଛ ଲଗାଇଥିଲା।
ଆମେ ଗଛଠାରୁ ବାଲି ଓ ପାଣି ପାଇଥାଉ।
ଆମେ ଗଛଠାରୁ କାଠ ଏବଂ ପତର ପାଇଥାଉ।
ଗଛ ଆମର ଶତ୍ରୁ ଅଟେ।
ଗଛ ବଡ଼ ହୋଇ ସମସ୍ତଙ୍କୁ ଫୁଲ, ଫଳ, ଛାଇ ଓ ବସା ବାନ୍ଧିବାକୁ ଜାଗା ଦେଲା।
ଶେଷରେ ଚାରାଗଛଗୁଡ଼ିକ ଶୁଖି ମରିଗଲେ।
କୁନିକାଉର କଥା ହାତୀ ମନକୁ ବେଶ୍ ପାଇଲା।
ହାତୀ ତା' କାନରେ ପାଣି ଆଣି ଗଛମୂଳରେ ଢାଳିଲା।
କୁନିକାଉ ହାତୀକୁ ଜେଜେ ବୋଲି ସମ୍ବୋଧନ କରିଥିଲା।
ହାତୀଟି କାଉକୁ ପାଣି ଦେବାର ଦେଖି କାନ୍ଦିବାକୁ ଲାଗିଲା।
କୁନି କାଉଟି ନଈରୁ ତା' କୁନି ଥଣ୍ଟରେ ପାଣି ଆଣିଥିଲା।
ଚାରାଗଛଗୁଡ଼ିକ ପ୍ରବଳ ଶୀତ ଯୋଗୁଁ ଝାଉଁଳି ପଡ଼ିଥିଲେ।
ନଈକୂଳରେ କେତୋଟି ଚାରାଗଛ ଲାଗିଥିଲା।