ସୁନି ପବନକୁ ବେଲୁନ ଭିତରେ ଭରିଦେବା କଥା କହିଲା ।
ପବନ ସୁନିକୁ କୂଅ ଭିତରକୁ ଠେଲିଦେଲା ।
ଋଷି ଶୃଗାଳର କ୍ଷତରେ ଔଷଧ ଲଗାଇଦେଲେ ।
ଜଣେ ଶିକାରୀ ଆସି ଶୃଗାଳକୁ ତୀର ମାରିଲେ ।
ଶୃଗାଳଟି ବୃକ୍ଷ ପଛରେ ଯାଇ ଲୁଚିଗଲା ।
ସହରକୁ ଆସିଥିବା ଶୃଗାଳକୁ ବିଲେଇମାନେ ଗୋଡ଼ାଇଲେ ।
ରୋଗ ହେଲେ ଔଷଧ ଖାଇବା ଉଚିତ ।
ତାୱାରେ ଭାତ ରନ୍ଧା ହୁଏ ।
ଦୁଇ ସାଙ୍ଗ ବଗିଚାରେ ଗଛଟିକୁ ପୋତି ପାଣି ଦେଲେ ।
ଐଶ୍ଚର୍ଯ୍ୟା ଏବଂ କେତକୀ ବଗିଚାରେ ଆମ୍ବଗଛ ଲଗାଇଥିଲେ ।
ବାପା ଐଶ୍ଚର୍ଯ୍ୟା ପାଇଁ ଗୋଟିଏ ଔଷଧୀୟ ଗଛ ଉପହାର ଆଣିଥିଲେ ।
ବୋଉ ଐଶ୍ଚର୍ଯ୍ୟାକୁ ଗୋଲାପ ଫୁଲରେ ବନ୍ଦେଇ ଦେଇଥିଲେ ।
ଜନମଦିନ ପାଇଁ ବୋଉ ଐଶ୍ଚର୍ଯ୍ୟାର କପାଳରେ ଚନ୍ଦନଟିପା ଲଗାଇ ଦେଇଥିଲେ ।
କେତକୀ ଐଶ୍ଚର୍ଯ୍ୟାର ସାନଭଉଣୀ ଥିଲା ।
ଗପରେ ଐଶ୍ଚର୍ଯ୍ୟାର ଜନମଦିନ ଥିଲା ।