Tap an option to check your answer instantly.
ଠେକୁଆକୁ ‘ଆରେ ବାଃ, ବଢ଼ିଆ ତ ?’ ବୋଲି କିଏ କହିଲା?
ପୋଖରୀ କୂଳରେ କିଏ ବସିଥିଲା?
ଲେଖିବା ପାଇଁ ଆମେ କେଉଁଟି ବ୍ୟବହାର କରୁ?
କାହାର ଦୁଇଟି ଚକ ଥାଏ?
ପାଣି ନପାଇ କ’ଣ ଝାଉଁଳି ଯାଇଛି?
ଦୁଃଶାସନ ଓ ବଂଶୀଧର ଦୁହେଁ କ’ଣ ଅଟନ୍ତି?
ଅଜିତ୍ କିପରି ବସିଛି?
ବଣର ରାଜା କିଏ?
‘ଅଅଳା’ ଶବ୍ଦରେ ଠିକ୍ ଜାଗାରେ ଚନ୍ଦ୍ରବିନ୍ଦୁ ଲଗାଇଲେ କେଉଁ ଶବ୍ଦ ହେବ?
‘ବାଉଶ’ ଶବ୍ଦରେ ଚନ୍ଦ୍ରବିନ୍ଦୁ କେଉଁ ଅକ୍ଷରରେ ଲାଗିବ?
‘ମାଉ’ ଶବ୍ଦରେ ଠିକ୍ ଭାବରେ ଚନ୍ଦ୍ରବିନ୍ଦୁ ଲଗାଇଲେ କେଉଁ ଶବ୍ଦ ମିଳିବ?
‘ପାଉଶ’ ଶବ୍ଦରେ ଠିକ୍ ଜାଗାରେ ଚନ୍ଦ୍ରବିନ୍ଦୁ ଲଗାଇଲେ କ’ଣ ହେବ?
‘ଉଅର’ ଶବ୍ଦରେ ଠିକ୍ ଜାଗାରେ ଚନ୍ଦ୍ରବିନ୍ଦୁ ( ଁ ) ଲଗାଇଲେ କେଉଁ ଶବ୍ଦ ହେବ?
‘କସା’ ଶବ୍ଦର ପ୍ରଥମ ଅକ୍ଷରରେ ‘ ଂ ’ ଲଗାଇଲେ କ’ଣ ହେବ?
‘ବଶ’ ଶବ୍ଦର ପ୍ରଥମ ଅକ୍ଷରରେ ‘ ଂ ’ ଲଗାଇଲେ କେଉଁ ଶବ୍ଦ ହେବ?
‘ମାସ’ ଶବ୍ଦର ପ୍ରଥମ ଅକ୍ଷରରେ ‘ ଂ ’ ଯୋଗ କଲେ କେଉଁ ନୂଆ ଶବ୍ଦ ହେବ?
‘ହସ’ ଶବ୍ଦର ପ୍ରଥମ ଅକ୍ଷରରେ ‘ ଂ ’ ଲଗାଇଲେ କ’ଣ ହେବ?
‘କସ’ ଶବ୍ଦର ପ୍ରଥମ ଅକ୍ଷରରେ ଅନୁସ୍ଵାର ( ଂ ) ଲଗାଇଲେ କେଉଁ ଶବ୍ଦ ହେବ?
ପିଲାମାନେ କାହାର ସେବା କରିବେ ବୋଲି କହିଛନ୍ତି?
ଆମ ଗାଆଁ କାହାଠାରୁ ବଡ଼ ବୋଲି କୁହାଯାଇଛି?
ସଞ୍ଜବେଳେ ଗାଆଁ ମନ୍ଦିରରେ କ’ଣ ବାଜେ?
ସଞ୍ଜ ଆସିଲେ ବୁଦାମୂଳରୁ କିଏ ଡାକେ?
ବିଲେଇ କିପରି ଡାକିଲେ ଡିଆଁ ମାରେ?
ସକାଳ ହେଲେ କିଏ ଡାକେ?
ବଂଶୀର ମିଠା ସୁର କ’ଣ ହରିନିଏ?