Tap an option to check your answer instantly.
କେଉଁ ଶବ୍ଦଟିରେ 'ଔ' କାର ମାତ୍ରା ବ୍ୟବହୃତ ହୋଇଛି ?
ମୂଷା କୌଶଳରେ କେଉଁଠାକୁ ଚଢ଼ି ଲୁଚିଗଲା ?
ସିଂହ ଉପରେ କିଏ ଚଢ଼ିଗଲା ?
ସିଂହ କେଉଁଠାରେ ଶୋଇଥିଲା ?
କେଉଁ ମାସରେ ଟାଣ ଖରା ହୋଇଥିଲା ?
'ପ' ଅକ୍ଷରରେ 'ଔ' କାର ମାତ୍ରା ଲଗାଇଲେ କ’ଣ ହେବ ?
ପ୍ରତିଦିନ କ’ଣ କରିବା ଉଚିତ ବୋଲି ପାଠରେ କୁହାଯାଇଛି ?
ଗାଆଁରେ କ’ଣ ବସିଛି ?
ନଡ଼ିଆରୁ କ’ଣ ବାହାରେ ?
'ଶୈଳବା' ଅସଜଡ଼ା ଅକ୍ଷରଗୁଡ଼ିକୁ ସଜାଇଲେ କେଉଁ ଶବ୍ଦ ହେବ ?
'ସୈକନି' ଅସଜଡ଼ା ଅକ୍ଷରଗୁଡ଼ିକୁ ସଜାଇଲେ କେଉଁ ଶବ୍ଦ ହେବ ?
'ଳାକୈସ' ଅସଜଡ଼ା ଅକ୍ଷରଗୁଡ଼ିକୁ ସଜାଇଲେ କେଉଁ ଶବ୍ଦ ହେବ ?
'କଠବୈ' ଅସଜଡ଼ା ଅକ୍ଷରଗୁଡ଼ିକୁ ସଜାଇଲେ କେଉଁ ଶବ୍ଦ ହେବ ?
'ଦ' ଅକ୍ଷରରେ 'ଐ' କାର ମାତ୍ରା ଯୋଡ଼ିଲେ କ’ଣ ହେବ ?
ତଳଲିଖିତ ଜିନିଷଗୁଡ଼ିକ ମଧ୍ୟରୁ କେଉଁଟି ଗଡ଼ିପାରିବ ନାହିଁ ?
ତଳଲିଖିତ ଜିନିଷଗୁଡ଼ିକ ମଧ୍ୟରୁ କେଉଁଟି ଗଡ଼ିପାରିବ ?
ଶେଷରେ କିଏ ପଣସକୁ ଖୋଜି ପାଇଲା ?
କୁନି ଆଖି ବୁଜିବା ପରେ ପଣସ କେଉଁଠାରେ ଲୁଚିଗଲା ?
ପଣସ କୁନିକୁ କେଉଁ ଖେଳ ଖେଳିବା ପାଇଁ କହିଲା ?
ଘାସ ପଡ଼ିଆରେ ଥିବା ଝିଅଟିର ନାମ କ’ଣ ?
ପଣସକୁ ଘାସ ପଡ଼ିଆଟି କିପରି ଲାଗିଲା ?
ଫୁଲ ବଗିଚାରେ ପଣସକୁ କିଏ ଦେଖିଲା ?
ଫୁଲ ବଗିଚାରେ କେଉଁ ଫୁଲ ଥିଲା ?
କୈଳାସ ପଣସକୁ ଦେଖି କ’ଣ କହିଲା ?
ଧାନ କିଆରିରେ ପଣସକୁ କିଏ ଦେଖିଲା ?