ସିଂହ ଶେଷରେ ମୂଷାକୁ ଧରିପକାଇଲା।
ମୂଷାଟି ଡୁଲୁଡୁଲୁ ହୋଇ ସିଂହ ଉପରେ ଚଢ଼ିଗଲା।
ଶ୍ରାବଣ ମାସର ଟାଣ ଖରାରେ ସିଂହ ଶୋଇଥିଲା।
ଗାଆଁରେ ବୈଠକ ବସିଛି।
ସାପ୍ତାହିକ କସରତ କରିବା କଥା ପାଠରେ କୁହାଯାଇଛି।
ନଡ଼ିଆରୁ ତୈଳ ବାହାରେ।
ଗଧିଆ ଓ କୈଳାସ ପଣସକୁ ଖୋଜି ପାଇଲେ।
ପଣସଟି ଶେଷରେ କିଆବୁଦା ଭିତରେ ଲୁଚିଗଲା।
କୁନି ନାମକ ଝିଅଟି ପଣସକୁ ପାହାଡ଼ ଉପରେ ଦେଖିଲା।
ମୟୂର ପଣସକୁ ଫୁଲ ବଗିଚାରେ ଦେଖିଥିଲା।
ଫୁଲ ବଗିଚାରେ ପଣସ ଗୋଲାପ ଓ ରଜନୀଗନ୍ଧା ଫୁଲ ଦେଖିଲା।
ଧାନ କିଆରିରେ କୈଳାସ ପଣସଟିକୁ ଦେଖିଲା।
ଗଧିଆ ପଣସ ଖାଇବାକୁ ତା' ପଛରେ ଦୌଡ଼ିଲା।
ପାହାଡ଼ ତଳେ ଥିବା ପୋଖରୀ ଦେଖି ପଣସ ଖୁସି ହେଲା।
ପଣସଟି ପାହାଡ଼ରୁ ଗଡ଼ିଗଡ଼ି ଆସିଥିଲା।