1‘ମୁନି ଦେଲା ହସି’ ପାଠରେ ଥିବା ‘ଅଭ୍ୟାସ କାର୍ଯ୍ୟ’ ଆଧାରରେ ନିମ୍ନ ପ୍ରଶ୍ନଗୁଡ଼ିକର ବିସ୍ତୃତ ଉତ୍ତର ଲେଖ:
(କ) ପାଠ୍ୟପୁସ୍ତକରେ ଚିତ୍ର ଚିହ୍ନିବା ପାଇଁ ଦିଆଯାଇଥିବା ‘ମ’, ‘ଗ’, ‘ର’ ଏବଂ ‘ଅ’ ଅକ୍ଷର ବିଶିଷ୍ଟ ଚିତ୍ରଗୁଡ଼ିକର ନାମ ତାଲିକାଭୁକ୍ତ କର।
(ଖ) ଶିକ୍ଷକଙ୍କ ପାଇଁ ପାଠ୍ୟପୁସ୍ତକରେ ଦିଆଯାଇଥିବା ନିର୍ଦ୍ଦେଶାବଳୀଗୁଡ଼ିକ କ’ଣ କ’ଣ ?
10 marks