ବଗଟି ମାଛକୁ ପାଣିରେ ପହଁରାଇବାକୁ ନେଇଯାଉଥିଲା।
ମାଛଟି ପାଣି ଭିତରକୁ ମନଖୁସିରେ ଚାଲିଗଲା।
ମାଛଟି କୂଳରେ ମରି ପଡ଼ିରହିଲା।
ମାଛଟି ଖୁସି ହୋଇ ଚାହିଁବାରୁ ମୁନି ତାକୁ ଦେଖି ହସିଲା।
ମାଛଟି ମୁନିକୁ ଦେଖି ଡରିଗଲା।
ମୁନି ମାଛଟିକୁ ନେଇ ଝରଣା ପାଣିରେ ଛାଡ଼ିଦେଲା।
ଅମର ବାବୁଙ୍କ ଝିଅର ନାମ ମୁନି।
ଅମର ବାବୁଙ୍କ ପୁଅ ମାଛଟିକୁ ଧରି ନେଲା।
ମାଛଟି ବଗ ପାଟିରୁ ତଳକୁ ଖସିପଡ଼ି ଛଟପଟ ହେଲା।
ବଗଟି ପାଣିରେ ପହଁରୁଥିଲା।
ଗାଡ଼ିଟି ଏକ ପୋଲ ଉପରେ ଅଟକିଲା।
ବାଟରେ ଯଅ ଓ ମକା ଆଦିର ସବୁଜ କ୍ଷେତ ଥିଲା।
ମଟରଗାଡ଼ିଟି ଝରଣା କଡ଼ବାଟ ଦେଇ ଯାଉଥିଲା।
ଅମର ବାବୁଙ୍କ ସାଥିରେ କେହି ନଥିଲେ, ସେ ଏକା ଯାଇଥିଲେ।
ଅମର ବାବୁ ମଟରଗାଡ଼ିରେ ବସି ବୁଲିବାକୁ ବାହାରିଲେ।