ବଣି ଦୁହେଁ ଘର କରି ଛୁଆ ପାଳିବେ।
ସବୁ ଜୀବଜନ୍ତୁ ଆମର ଶତ୍ରୁ ଅଟନ୍ତି।
ବିଲୁଆ କାଉ-କାଉ ହୋଇ ଡାକେ।
ଛାତ ପାଖରେ ଥିବା କଣାଟି ବଣି ଦୁଇଟିଙ୍କ ନୂଆ ଠିକଣା ହେବ।
ଦୁଇଟି ପାରା ଛାତ ତଳେ ଆସି ବସା କଲେ।
ଭାଲୁ ଉଇ ଖାଇଲା।
ମିରିଗ ଗଛ ଉପରେ ବସିଲା।
ଉମା ପଖାଳ ଖାଇଲା।
ବାଘକୁ ଆମର ନନା ବୋଲି କୁହାଯାଇଛି।
ଗାଈ ଭଲରେ ମନ୍ଦରେ ଆମର ସାହା ହୁଏ।
ଭାଲୁଅଜା ଗଛ ଚଢ଼ି ମାଛ ଖାଏ।
ବାଘ ବନରେ ହାଁଉଁହାଁଉଁ କରି ବୁଲଇ।
ବିଲେଇ ଖଟ ଉପରେ ବସି ମୁମୋଉଁ ଡାକେ।
ବିଲୁଆକୁ ଆମର ମାଉସୀ ବୋଲି କୁହାଯାଇଛି।
ଗୀତରେ ଡାହୁକ ପଶୁପକ୍ଷୀଙ୍କ କଥା ଜାଣିବା ପାଇଁ ଡାକିଲା।