2ନିମ୍ନରେ ଦିଆଯାଇଥିବା ସଂଖ୍ୟା ସମ୍ପର୍କିତ 'ମୁଁ କିଏ ?' ଧନ୍ଦାଗୁଡ଼ିକର ଉତ୍ତର କାରଣ ସହ ବୁଝାଇ ଲେଖ :
(କ) ମୁଁ ଦୁଇ ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା ।
(ଖ) ମୁଁ ଦୁଇ ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା, ମୋର ଦଶକ ଓ ଏକକ ଅଙ୍କ ସମାନ ନୁହେଁ ।
(ଗ) ମୁଁ ଦୁଇ ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା ।
(ଘ) ମୁଁ ଦୁଇ ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା, ମୋର ଦଶକ ଓ ଏକକ ଅଙ୍କ ସମାନ ।
(ଙ) ମୁଁ ଦଶକ ସ୍ଥାନରେ ୩ ଥିବା ଦୁଇ ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା ।
(ଚ) ମୁଁ ଏକକ ସ୍ଥାନରେ ୨ ଥିବା ଦୁଇ ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା ।
10 marks