3ଦୋକାନରେ ଥିବା ଜିନିଷଗୁଡ଼ିକର ମୂଲ୍ୟ ତାଲିକା ଦେଖି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ:
(ଜିନିଷର ଦାମ୍: ଖାତା = ୧୫ ଟଙ୍କା, ବହି = ୨୨ ଟଙ୍କା, କମଳା ଥଳି = ୩୦ ଟଙ୍କା, କପ୍ = ୧୨ ଟଙ୍କା, ପାଣି ବୋତଲ = ୪୪ ଟଙ୍କା, ବଲ୍ = ୨୦ ଟଙ୍କା, ରଙ୍ଗୀନ ପେନ୍ସିଲ୍ = ୧୨ ଟଙ୍କା)
କ) ଗୋଟିଏ ଖାତା ଓ ଗୋଟିଏ ବହି କିଣିବା ପାଇଁ କେତେ ଟଙ୍କା ଆବଶ୍ୟକ ? ଯଦି ତୁମ ପାଖରେ ୨୧ ଟଙ୍କା ଥାଏ, ତେବେ ଆଉ କେତେ ଟଙ୍କା ଅଧିକ ଦରକାର ?
ଖ) ଗୋଟିଏ କମଳା ଥଳି ଓ ଗୋଟିଏ କପ୍ କିଣିବାକୁ କେତେ ଟଙ୍କା ଲାଗିବ ? ଯଦି ତୁମେ ଦୋକାନୀଙ୍କୁ ୬୦ ଟଙ୍କା ଦିଅ, ତେବେ କେତେ ଟଙ୍କା ବଳକା ଫେରିପାଇବ ?
ଗ) ଗୋଟିଏ ରଙ୍ଗୀନ ପେନ୍ସିଲ୍, ଗୋଟିଏ ପାଣି ବୋତଲ ଓ ଗୋଟିଏ ବଲ୍ କିଣିବା ପାଇଁ ମୋଟ କେତେ ଟଙ୍କା ଆବଶ୍ୟକ ? ଯଦି ତୁମ ପାଖରେ ୨୪ ଟଙ୍କା ଥାଏ, ତେବେ ଆଉ କେତେ ଟଙ୍କା ଅଧିକ ଆବଶ୍ୟକ ହେବ ?
10 marks