1ପାଠରେ ଥିବା ନିମ୍ନଲିଖିତ ସଂଖ୍ୟା ସଂରଚନାଗୁଡ଼ିକର ଖାଲି ସ୍ଥାନ ପୂରଣ କର ଏବଂ ପ୍ରତ୍ୟେକ ସଂରଚନାରେ ଥିବା ଗାଣିତିକ ନିୟମକୁ ବୁଝାଇ ଲେଖ:
(କ) ୧, ୪, ____, ____, ____, ____, ____
(ଖ) ୧, ୬, ୧୧, ____, ____, ____, ____
(ଗ) ୫, ୧୦, ୧୫, ____, ____, ____, ____
(ଘ) ୭, ୧୪, ୨୧, ____, ____, ____, ____
(ଙ) ୧, ୭, ୧୩, ____, ____, ____, ____
10 marks