1ନିମ୍ନଲିଖିତ ବଣ୍ଟନ ଓ ଦଳ ଗଠନ ସମ୍ବନ୍ଧୀୟ ପ୍ରଶ୍ନଗୁଡ଼ିକର ସମାଧାନ ପ୍ରଣାଳୀ ସହିତ ଲେଖ :
(କ) ଗାରିମା ପାଖରେ ୨୦ଟି ତାରକା ମାଳି ଅଛି । ସେ ଗୋଟିଏ ବଳା ପାଇଁ ୫ଟି ମାଳି ବ୍ୟବହାର କଲେ ମୋଟ କେତୋଟି ବଳା ତିଆରି କରିପାରିବ ?
(ଖ) ୨୭ଟି ମହମବତୀକୁ ୩ଟି ବାକ୍ସରେ ସମାନ ଭାଗରେ ରଖିଲେ ପ୍ରତ୍ୟେକ ବାକ୍ସରେ କେତୋଟି ଲେଖାଏଁ ମହମବତୀ ରହିବ ?
(ଗ) ୩ଟି ମାଙ୍କଡ଼ଙ୍କ ମଧ୍ୟରେ ୨୪ଟି କଦଳୀକୁ ସମାନ ଭାବରେ ବାଣ୍ଟିଲେ ପ୍ରତ୍ୟେକ ମାଙ୍କଡ଼ କେତୋଟି ଲେଖାଏଁ କଦଳୀ ପାଇବେ ?
10 marks