୨୪ଟି କଦଳୀକୁ ୩ଟି ମାଙ୍କଡ଼ଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିଲେ ପ୍ରତ୍ୟେକ ମାଙ୍କଡ଼ ୮ଟି ଲେଖାଏଁ କଦଳୀ ପାଇବେ ।
ଜଣେ ଦର୍ଜୀ ଗୋଟିଏ ସାର୍ଟରେ ୬ଟି ବୋତାମ ଲଗାଇଲେ ୩୦ଟି ବୋତାମକୁ ୪ଟି ସାର୍ଟରେ ଲଗାଇପାରିବ ।
୨୭ଟି ମହମବତୀକୁ ୩ଟି ବାକ୍ସରେ ସମାନ ଭାବରେ ରଖିଲେ ପ୍ରତ୍ୟେକ ବାକ୍ସରେ ୭ଟି ଲେଖାଏଁ ମହମବତୀ ରହିବ ।
୨୫ଟି ଗୋଲାପଫୁଲକୁ ପ୍ରତ୍ୟେକ ଫୁଲଦାନୀରେ ୫ଟି ଲେଖାଏଁ ରଖିଲେ ମୋଟ ୫ଟି ଫୁଲଦାନୀ ଆବଶ୍ୟକ ହେବ ।
୪୫ଟି ଫୁଲରେ ୯ଟି ଲେଖାଏଁ ଫୁଲ ବ୍ୟବହାର କରି ୬ଟି ବଳା ତିଆରି ହେବ ।
୨୧ଟି ମାଳିରେ ୭ଟି ଲେଖାଏଁ ମାଳି ଥିବା ୩ଟି ମାଳ ପ୍ରସ୍ତୁତ ହୋଇପାରିବ ।
୨୦ଟି ମାଳିରୁ ୫ଟି ଲେଖାଏଁ ମାଳି ନେଇ କେବଳ ୨ଟି ବଳା ତିଆରି କରାଯାଇପାରିବ ।
୮ଟି ଗୋଲାପଜାମୁକୁ ୨ ଜଣ ପିଲାଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟିଲେ ପ୍ରତ୍ୟେକଙ୍କୁ ୪ଟି ଲେଖାଏଁ ମିଳିବ ।
୩ ଓ ୪ର ଗୁଣନ ଖନ୍ଦାକୁ ମିଶାଇଲେ ୮ର ଗୁଣନ ଖନ୍ଦା ପ୍ରସ୍ତୁତ ହୁଏ ।
୪ × ୩ ଏବଂ ୩ × ୪ ଉଭୟଙ୍କର ଗୁଣଫଳ ସମାନ ଅଟେ ।
୧୦ କୁ ୪ ଥର ଯୋଗ କଲେ ଯୋଗଫଳ ୪୦ ମିଳେ ।
୨ଟି ଅକ୍ଟୋପସ୍ର ପ୍ରତ୍ୟେକଙ୍କର ୮ଟି ଲେଖାଏଁ ଗୋଡ଼ ଥିଲେ ମୋଟ ଗୋଡ଼ ସଂଖ୍ୟା ୧୨ ହେବ ।
୩ଟି ପ୍ରଜାପତିଙ୍କର ପ୍ରତ୍ୟେକଙ୍କର ୨ଟି ଲେଖାଏଁ ଡେଣା ଥିଲେ ମୋଟ ଡେଣା ସଂଖ୍ୟା ୬ ହେବ ।
୭ଟି କାର୍ରେ ୪ଟି ଲେଖାଏଁ ଚକ ଥିଲେ ମୋଟ ଚକ ସଂଖ୍ୟା ୨୪ ହେବ ।
ଗୁଣନ ପ୍ରକ୍ରିୟାକୁ '×' ଚିହ୍ନ ଦ୍ୱାରା ଦର୍ଶାଯାଏ ।