Tap an option to check your answer instantly.
କଇଁଥ ଖାଇବାକୁ କିପରି ଲାଗେ?
ଲଙ୍କା ଖାଇଲେ କିପରି ସ୍ୱାଦ ଲାଗେ?
ପହଳି: ‘ଆମରି ହସରେ ତାଙ୍କରି ଖୁସି, ପାଳନ୍ତି ଆମକୁ ସେ’ ହସିହସି... ମୁଣ୍ଡିଆ ହୋଇ ସେ ଘର ଚଳାନ୍ତି’— ଏହାର ଉତ୍ତର କ’ଣ?
ପହଳି: ‘ମିଠା କଥା କହି କରେ ଆଦର, ତା’ ପାଇଁ ଘର ସରଗପୁର... ଜନମ ତୁମର ଗରଭୁ ତା’ର’— ଏହାର ଉତ୍ତର କ’ଣ?
‘ଟଙ୍କା’ ଶବ୍ଦ ସହିତ ସମାନ ଧ୍ୱନି ଥିବା ଶବ୍ଦଟି କ’ଣ?
‘ଶଙ୍ଖା’ ଶବ୍ଦ ସହିତ ସମାନ ଧ୍ୱନି ଥିବା ଶବ୍ଦଟି କିଏ?
‘କଙ୍କି’ ଶବ୍ଦ ସହିତ କେଉଁ ଶବ୍ଦର ଉଚ୍ଚାରଣ ଧ୍ୱନି ମେଳ ଖାଏ?
‘କାଙ୍କଡ଼’ ଶବ୍ଦ ସହିତ କେଉଁ ଶବ୍ଦର ଧ୍ୱନି ସମାନ ବା ମେଳ ଅଛି?
‘ପଙ୍ଖା ତଳେ ବସି ଶଙ୍ଖା ବିକିଲେ, ଶଙ୍ଖା _____କୁ ରହିଛି ଚାହିଁ।’ ଖାଲି ସ୍ଥାନ ପୂରଣ କର।
‘ପାଣି ପିଇଥିବ ଛାଣି, ଟଙ୍କା ନେଉଥିବ _____।’ ଖାଲି ସ୍ଥାନରେ କେଉଁ ଶବ୍ଦ ବସିବ?
‘ରିଙ୍ଖାଶ’ ଅକ୍ଷରଗୁଡ଼ିକୁ ସଜାଡ଼ି ଲେଖିଲେ କେଉଁ ଶବ୍ଦ ଗଠିତ ହେବ?
‘ଡ଼କଂମା’ ଅକ୍ଷରଗୁଡ଼ିକୁ ସଜାଡ଼ି ଲେଖିଲେ କେଉଁ ସଠିକ୍ ଶବ୍ଦ ହେବ?
ଜଳଚର କୀଟ ‘କଙ୍କି’ ଶବ୍ଦରେ କେଉଁ ଯୁକ୍ତାକ୍ଷର ବ୍ୟବହାର ହୋଇଛି?
‘ପ_____’ ଶବ୍ଦଟିରେ ବିଞ୍ଚଣା ବୁଝାଇବା ପାଇଁ ଖାଲି ସ୍ଥାନରେ କ’ଣ ଲେଖାଯିବ?
‘ଶ_____’ ଶବ୍ଦଟି ପୂରଣ କରିବା ପାଇଁ ଖାଲି ସ୍ଥାନରେ କ’ଣ ଲେଖାଯିବ?
‘କ_____ଡ଼ା’ ଶବ୍ଦଟିକୁ ପୂରଣ କରିବା ପାଇଁ ଖାଲି ସ୍ଥାନରେ କ’ଣ ବସିବ?
‘ଶଙ୍ଖ’ ଶବ୍ଦରେ କେଉଁ ଯୁକ୍ତାକ୍ଷର ରହିଛି?
‘ମାଙ୍କଡ଼’ ଶବ୍ଦରେ କେଉଁ ଯୁକ୍ତାକ୍ଷର ରହିଛି?
ପାଠ ପଢ଼ିସାରିବା ପରେ ପୁଅ କ’ଣ କରିବାକୁ ଯିବ?
ମାଆଙ୍କ କଥା ଅନୁସାରେ ପୁଅ ପ୍ରଥମେ କ’ଣ କରିବା ଉଚିତ?
ମାଆ ନିଜ ପୁଅକୁ ସ୍ନେହରେ କ’ଣ ବୋଲି ଡାକିଛନ୍ତି?
ମାଆ ପୁଅକୁ କ’ଣ ନ ହେବା ପାଇଁ ବୁଝାଇଲେ?
ମାଆ ବଜାର ଯାଇ କ’ଣ କିଣି ଆଣିବେ ବୋଲି କହିଲେ?
ଏତିକି ବେଳକୁ ପୁଅକୁ କିଏ ଡାକିଲେ?
ସୁଆଦ ଲାଗିଲେ ମାଙ୍କଡ଼ କାଙ୍କଡ଼ ଝୋଳକୁ କିପରି ଖାଇବ?