ରଙ୍ଗକୁଣ୍ଡରେ ପଶିବା ପରେ ବାର୍ହାଟି ହଳଦିଆ ରଙ୍ଗର ହୋଇଯାଇଥିଲା।
ଗାଁ ଓ ଜଙ୍ଗଲ ମଝିରେ ଏକ ବଡ଼ ପାହାଡ଼ ରହିଛି।
ଚନ୍ଦୁ ବାହାର ଖାଦ୍ୟ ଖାଇ ଝାଡ଼ା ଓ ବାନ୍ତିର ଶିକାର ହୋଇ ଡାକ୍ତରଖାନା ଗଲା।
ଚନ୍ଦୁ ମନ୍ଦିର ବୁଲିବା ବାଟରେ ହାତରେ ବନ୍ଧୁକ ଧରିଥିବା ଗୋଟିଏ ଭାଲୁକୁ ଦେଖିଲା।
ବାସି ଖାଦ୍ୟ ଖାଇବା ଏବଂ ଦୂଷିତ ଜଳ ପିଇବା ରୋଗର କାରଣ ଅଟେ।
ଦେହରୁ ରଙ୍ଗ ଛାଡ଼ିଯିବା ଦେଖି ପଶୁମାନଙ୍କ ଖୁସି ଆହୁରି ବଢ଼ିଗଲା।
ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ଖୁବ୍ ଜୋର୍ରେ ବର୍ଷା ହେଲା।
ପଶୁମାନେ ନଈ ପାଣିରେ ପହଁରିବା ଦ୍ୱାରା ସେମାନଙ୍କ ଦେହରୁ ରଙ୍ଗ ଛାଡ଼ିଗଲା।
ରଙ୍ଗୀନ ପଶୁମାନଙ୍କୁ ଦେଖି ଜଙ୍ଗଲର ଅନ୍ୟ ସବୁ ପଶୁ ମଧ୍ୟ ନିଜ ରଙ୍ଗ ବଦଳାଇବାକୁ ଇଚ୍ଛା କଲେ।
ଲୋକମାନେ ଲୁଗା ବିକିବା ପାଇଁ ଗାଡ଼ିରେ ଲଦି ସହରକୁ ନେଉଥିଲେ।
ରଙ୍ଗକୁଣ୍ଡରେ ବୁଡ଼ିବା ପରେ ହରିଣର ରଙ୍ଗ ସୁନେଲି ହୋଇଗଲା।
ଗଛ ତଳେ ଶୋଇଥିବା ହରିଣଟି ପ୍ରଥମେ ନାଲି ରଙ୍ଗର ଏକ ହାତୀକୁ ଦେଖିଲା।
ନଈ ପାଖରେ ସୂତା ରଙ୍ଗ କରିବା ପାଇଁ ଧାଡ଼ି ଧାଡ଼ି ରଙ୍ଗ କୁଣ୍ଡ ରଖାଯାଇଥିଲା।
ସୁବର୍ଣ୍ଣପାଟଣା ଗାଁର ଅଧିକାଂଶ ଲୋକ ମାଟିପାତ୍ର ତିଆରି କରି ଜୀବିକା ନିର୍ବାହ କରନ୍ତି।
ଜଙ୍ଗଲ ପାଖରେ ଥିବା ଗାଁଟିର ନାଁ ସୁବର୍ଣ୍ଣପାଟଣା।