ବରଷାରାଣୀ ଆକାଶରୁ ରିମ୍ଝିମ୍ ନାଚି ନାଚି ଆସିଥାଏ।
‘ପିମ୍ପୁଡ଼ି’ ଶବ୍ଦରେ ‘ମ୍ଫ’ ଯୁକ୍ତାକ୍ଷର ରହିଛି।
‘ଡେମ୍ଫ’ ଶବ୍ଦରେ ‘ମ୍ଫ’ ଯୁକ୍ତାକ୍ଷର ରହିଛି।
ବର୍ଷା ହେଲେ ବାଡ଼ି ବଗିଚାରେ ଘାସ ଗାଲିଚା ପରି ମନ ମୋହିନିଏ।
ବିପଦ ପଡ଼ିଲେ ସବୁ ଲୋକ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି।
ବାମ୍ଫୀର ଜଳ ଉଷୁମ ବା ଗରମ ଅଟେ।
ବର୍ଷା ସମୟରେ ମନରେ ଡର ଲାଗିବା ସହ ଖୁସି ମଧ୍ୟ ଲାଗେ।
ବରଷାରାଣୀ ଜଗତର କ୍ଷତି କରିବା ପାଇଁ ଆସିଥାଏ।
ବର୍ଷା ଛାଡ଼ିଗଲେ ସବୁଜ ଘାସ ଉପରେ ସାଧବ ବୋହୂ ଧୀରେ ଧୀରେ ଚାଲିଥାଏ।
ଝିଙ୍କାରି 'ଭୋ ଭୋ' କରି ଡାକ ଦିଏ।
ବର୍ଷା ବେଳେ ବେଙ୍ଗୁଲୀ କେଁ କଟର ରାବ କରେ।
ମେଘ ଦେଖିଲେ ମୟୂର ଡେଣା ବାନ୍ଧି ବସିରହେ।
ବର୍ଷା ହେଲେ ଗାଡ଼ିଆ ଓ ପୋଖରୀ ପାଣିରେ ଭରିଯାଏ।
ଘଡ଼ଘଡ଼ି ବରଷାରାଣୀର ଶତ୍ରୁ ଅଟେ।
ନିଦାଘ ଶେଷରେ ବରଷାରାଣୀ ଆସିଥାଏ।