ଚାଷୀ କ୍ଷେତକୁ ବାହାରିବା ସମୟରେ ଗାମୁଛା ଭିଡ଼ି ବାହାରେ ।
ଚାଷୀର ପରିଶ୍ରମ ଉପରେ କେହି ନିର୍ଭର କରନ୍ତି ନାହିଁ ।
‘କଦମ୍ବ’ ଏବଂ ‘କମ୍ବଳ’ ଶବ୍ଦରେ ‘ମ୍ବ’ ଯୁକ୍ତାକ୍ଷର ରହିଛି ।
ଦରଜି ବାଲି ଓ ସିମେଣ୍ଟରେ ଘର ତିଆରି କରେ ।
ଚାଷୀ ସବୁ ଅସମ୍ଭବକୁ ସମ୍ଭବ କରି ସଭିଙ୍କ ମନରେ ଆନନ୍ଦ ଭରିଦିଏ ।
ଚାଷୀ ବିଲକୁ ହଳ କରିବାକୁ ଗଲାବେଳେ ସାଙ୍ଗରେ ତକିଆ ନେଇଥାଏ ।
କୁମ୍ଭାର ମାଟିରେ ବିଭିନ୍ନ ପାତ୍ର ତିଆରି କରେ ।
ଶିକ୍ଷକ ରୋଗୀମାନଙ୍କୁ ପରୀକ୍ଷା କରି ଔଷଧ ଦିଅନ୍ତି ।
କବିତାରେ ଚାଷୀକୁ ମାଟିର ପୁଅ ବୋଲି କୁହାଯାଇଛି ।
ଫଗୁଣ ମାସରେ ପଣସ ଗଛରେ ବଉଳ ଆସେ ।
ଚାଷୀ କ୍ଷେତରେ ଧାନ, ବିରି ଓ ମୁଗ ଆଦି ଫସଲ ଫଳାଏ ।
ଚାଷୀ ଶୀତ ଓ ବର୍ଷା ଦିନେ କ୍ଷେତକୁ ନ ଯାଇ ଘରେ ବସିରହେ ।
ଚାଷୀ ବଳଦ କାନ୍ଧରେ ଜୁଆଳି ଥୋଇ ବିଲରେ କାମ କରେ ।
ଚାଷୀ ଭାଇ କେବଳ ନିଜ ପାଇଁ ଚିନ୍ତା କରେ ।
ଚାଷୀ ଭାଇ ସକାଳୁ ପଖାଳ ଖାଇ ବିଲକୁ ଯାଏ ।