ଗ୍ରୀଷ୍ମ ଋତୁରେ ପ୍ରବଳ ବର୍ଷା ହୋଇ ରାସ୍ତାଘାଟ କାଦୁଅ ହୋଇଯାଏ।
ଗୋଡ଼ିକୁ ପାଣିରେ ପକାଇଲେ ତାହା ପାଣିରେ ବୁଡ଼ିଯାଏ।
ଜଳୁଥିବା ନିଆଁ ଉପରେ ପାଣି ଢାଳିଲେ ନିଆଁ ଆହୁରି ଜୋରରେ ଜଳିଉଠେ।
ତେଲକୁ ପାଣିରେ ପକାଇଲେ ତାହା ସଙ୍ଗେ ସଙ୍ଗେ ପାଣି ଭିତରେ ବୁଡ଼ିଯାଏ।
ପାଣିରେ ଲୁଣ ପକାଇ ଗୋଳାଇଲେ ତାହା ମିଳାଇ ଯାଏ।
ଶୁଷ୍କ କାଷ୍ଠ ଜାଳିବା ପାଇଁ ଉପଯୁକ୍ତ ଅଟେ।
ଗୋଟିଏ ବର୍ଷରେ ସମୁଦାୟ ସାତୋଟି ମାସ ଥାଏ।
ବସନ୍ତ ଋତୁରେ ମୃଦୁ ମଳୟ ବାୟୁ ବହି ମନକୁ ହରଣ କରେ।
ଫାଲ୍ଗୁନ ଓ ଚୈତ୍ର ମାସ ବର୍ଷା ଋତୁର ଅନ୍ତର୍ଗତ।
ପୌଷ ଓ ମାଘ ମାସରେ ଶୀତରୁ ରକ୍ଷା ପାଇବା ପାଇଁ ଶୀତବାସ ପିନ୍ଧାଯାଏ।
ଭାଦ୍ରବ ଓ ଆଶ୍ୱିନ ମାସରେ ସଂସାରରେ ନିର୍ମଳ ଶୋଭା ଦେଖାଯାଏ।
ଶରତ ଋତୁରେ ରାତିରେ କାକର ବା ଶିଶିର ପଡ଼ିଥାଏ।
ଆଷାଢ଼ ଓ ଶ୍ରାବଣ ମାସରେ ଘନ ଘନ ମେଘ ବରଷିଥାଏ।
ବୈଶାଖ ଓ ଜ୍ୟେଷ୍ଠ ମାସରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ।
‘ବାରମାସର କଥା’ କବିତାଟି କବି ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ।