କଳ୍ପନାର ସାଙ୍ଗମାନେ ନିଜ ନିଜ ଜନ୍ମଦିନରେ ଗଛଟିଏ ଲଗାଇବା ପାଇଁ ଶପଥ ନେଲେ।
ଗଛ ଲଗାଇବା ଏକ ଖରାପ କାମ ବୋଲି ସମସ୍ତେ କହିଲେ।
କଳ୍ପନାର ଗଛ ଲଗାଇବା କାର୍ଯ୍ୟକୁ ସମସ୍ତେ ପ୍ରଶଂସା କଲେ।
ପିଜୁଳି ଫଳିବା ପରେ କଳ୍ପନା ସାଙ୍ଗମାନଙ୍କୁ କିଛି ନ ଦେଇ ସବୁ ଏକା ଖାଇଲା।
କଳ୍ପନାର ଯତ୍ନ ପାଇ ଗଛଟି ଧୀରେ ଧୀରେ ବଡ଼ ହେଲା।
ଗଛ ଲଗାଇବା ପରେ କଳ୍ପନା ତାର ଆଦୌ ଯତ୍ନ ନେଉ ନ ଥିଲା।
କଳ୍ପନା ଗାତରେ ଖତ ଦେଇ ଗଛଟିକୁ ପୋତିଲା ଓ ପାଣି ଦେଲା।
କଳ୍ପନା ଘର ବାଡ଼ିରେ ନିଜେ ଗାତଟିଏ ଖୋଳିଥିଲା।
ବାପା ଓ କଳ୍ପନା ଚାରା କିଣିବା ପାଇଁ ଚାରା ଉଦ୍ୟାନକୁ ଯାଇଥିଲେ।
କଳ୍ପନା ଓ ତା’ ବାପା ଚାରା ଉଦ୍ୟାନରୁ ଆମ୍ବଗଛଟିଏ କିଣି ଆଣିଲେ।
କଳ୍ପନା ବାପାଙ୍କୁ ବାଡ଼ିରେ ଲଗାଇବା ପାଇଁ ଫଳଗଛଟିଏ ଆଣିଦେବାକୁ କହିଲା।
ଜନ୍ମଦିନରେ କଳ୍ପନା ବାପାଙ୍କୁ ବେଲୁନ୍ ଓ କେକ୍ ଆଣିଦେବାକୁ କହିଲା।
କଳ୍ପନା ଗଳ୍ପ ଶୁଣିବାକୁ ଭଲ ପାଉଥିଲା।
କଳ୍ପନା ସବୁବେଳେ ମିଛ କହୁଥିଲା।
କୁନି ଝିଅଟିର ନାଁ କଳ୍ପନା ଥିଲା।