Tap an option to check your answer instantly.
କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମେ କ’ଣ କରିବା ଉଚିତ ?
‘ଲିଙ୍ଗସ୍ଫୁ’ ଅକ୍ଷରଗୁଡ଼ିକୁ ସଜାଡ଼ି ଲେଖିଲେ କେଉଁ ଅର୍ଥପୂର୍ଣ୍ଣ ଶବ୍ଦ ହେବ ?
‘ନିଷ୍ପାପ’ ଶବ୍ଦଟିରେ କେଉଁ ଯୁକ୍ତାକ୍ଷର ବ୍ୟବହୃତ ହୋଇଛି ?
ଆହତ ଲୋକଟିକୁ ଡାକ୍ତରଖାନା ନେବା ପାଇଁ ପୋଲିସ୍ କାହାକୁ ଡକାଇଲେ ?
ଟ୍ରାଫିକ୍ ଛକରେ କେଉଁ ରଙ୍ଗର ଆଲୁଅ ଜଳୁଥିବାବେଳେ ଅଟକିବା ଦରକାର ?
ପୁଷ୍ପପୁର ଗାଁର ଲୋକଟିର ଦୁର୍ଘଟଣା କାହିଁକି ଘଟିଲା ?
ଗଳ୍ପ ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଆହତ ଲୋକଟି କେଉଁ ଗାଁର ଥିଲା ?
ନୂଆ ଚାରାଗଛଟିଏ ପାଇଲେ ଆମେ କ’ଣ କରିବା ?
ରାସ୍ତାରେ ପାଣିକଳ ଖୋଲା ଥିଲେ ଆମେ କ’ଣ କରିବା ଉଚିତ ?
ଗଛଟିଏ ଝାଉଁଳି ପଡ଼ିଥିଲେ ଆମେ କ’ଣ କରିବା ?
ଚାରିଆଡ଼େ ଅଳିଆ ଆବର୍ଜନା ପଡ଼ିଥିଲେ ଆମେ କ’ଣ କରିବା ଉଚିତ ?
ଯିଏ ମାଟିରେ ହାଣ୍ଡି ମାଠିଆ ଗଢ଼ନ୍ତି, ତାଙ୍କୁ କ’ଣ କୁହାଯାଏ ?
ଯିଏ ସୁନା କାମ କରନ୍ତି, ତାଙ୍କୁ କ’ଣ କୁହାଯାଏ ?
ଯିଏ ଲୁହା କାମ କରନ୍ତି, ତାଙ୍କୁ କ’ଣ କୁହାଯାଏ ?
ଯିଏ କାଠ କାମ କରନ୍ତି, ତାଙ୍କୁ କ’ଣ କୁହାଯାଏ ?
ଯିଏ ଚାଷ କାମ କରନ୍ତି, ତାଙ୍କୁ ଆମେ କ’ଣ କହିବା ?
‘ନିଷ୍କଳ’ ଶବ୍ଦରେ କେଉଁ ଯୁକ୍ତାକ୍ଷର ରହିଛି ?
‘ବାଷ୍ପ’ ଶବ୍ଦରେ କେଉଁ ଯୁକ୍ତାକ୍ଷର ରହିଛି ?
ଗାଈ କି ପ୍ରକାରର ପ୍ରାଣୀ ଅଟେ ?
ଫୁଲକୁ ଅନ୍ୟ କେଉଁ ନାମରେ କୁହାଯାଏ ?
ପାଣି ଗରମ କଲେ ତାହା କ’ଣ ହୁଏ ?
ଆନନ୍ଦରେ ବଞ୍ଚିବା ପାଇଁ ସମସ୍ତେ ମିଶି କାହାର ସେବା କରିବାକୁ ଶପଥ ନେଲେ ?
କବିତାରେ ଥିବା କାଠ ଫଳକରେ କେଉଁ କଥା ଲେଖାଯାଇଥିଲା ?
ପରିବେଶ ଯଦି ଉଜୁଡ଼ି ଯାଏ ତେବେ କ’ଣ ହେବ ବୋଲି କବିତାରେ କୁହାଯାଇଛି ?
କବିତା ଅନୁସାରେ ଦିବାକରର କେଉଁ କାମଟି କେବେହେଲେ ନିଷ୍କଳ ହୁଏ ନାହିଁ ?