ମହତ ଉଦ୍ଦେଶ୍ୟ ରଖି ଭଲ କାମ କଲେ ସମସ୍ତେ ସୁଫଳ ପାଆନ୍ତି।
ମାଛଧରାଳି କଙ୍କଡ଼ାକୁ ଖାଇବାକୁ ଦେବା ପାଇଁ ଖୋଜୁଥିଲା।
ସମୁଦ୍ରର ବଡ଼ ଢେଉ ଆସି କଙ୍କଡ଼ାର ପାଦଚିହ୍ନକୁ ଲିଭାଇ ଦେଲା।
ଟୁନ୍ଟୁନ୍ ନାମକ କାଉଟିଏ ନଦୀକୂଳରେ ବୁଲୁଥିଲା।
ମଞ୍ଜିଗୁଡ଼ିକୁ ପାହାଡ଼, ଜଙ୍ଗଲ, ଖୋଲାପଡ଼ିଆ ଓ ନଦୀକୂଳରେ ପକାଇବା ପାଇଁ ସ୍ଥିର ହେଲା।
କଥାବାର୍ତ୍ତା ସରିବା ପରେ କାଉ ଓ ବଗ ପାହାଡ଼ ଉପରେ ଶୋଇ ରହିଲେ।
ସଭା କରି ମଞ୍ଜି ସଂଗ୍ରହ କରିବା ପାଇଁ କାଉ କହିଥିଲା।
କାଉର କଥା ଶୁଣି ବଗ ତା' ସହିତ କଳିଝଗଡ଼ା କଲା।
ମଞ୍ଜିଗୁଡ଼ିକ ବର୍ଷାପାଣି ଓ ଖରା ପାଇଲେ ସେଥିରୁ ଗଜା ହୁଏ।
କାଉ ଜଙ୍ଗଲର ପଶୁପକ୍ଷୀମାନଙ୍କୁ ସହର ଛାଡ଼ି ପଳାଇବାକୁ କହିଲା।
ବର୍ଷା ଋତୁରେ ଆବଶ୍ୟକତା ଅନୁସାରେ ବର୍ଷା ହେଉନାହିଁ।
ଗଛ କାଟିବା ଯୋଗୁଁ ପାହାଡ଼ସବୁ ଲଣ୍ଡା ହୋଇଯାଉଛି।
ମଣିଷମାନଙ୍କ ଗଛ କାଟିବା କାମ ଦେଖି ବଗ ବହୁତ ଖୁସି ହୋଇଥିଲା।
ଉଦୁଉଦିଆ ଖରାବେଳେ ବଗ ଆସି କାଉ ପାଖରେ ବସିଲା।
କାଉଟିଏ ପୋଖରୀ ପାଣିରେ ପହଁରୁଥିଲା।