ଦୁଗ୍ଧପାନ କଲେ ଶରୀରର ଶକ୍ତି ବୃଦ୍ଧି ପାଏ।
ଏକ ସପ୍ତାହରେ ସମୁଦାୟ ଦଶ ଦିନ ଥାଏ।
ବଲ୍ଲବୀ ଗାଁର ଅନ୍ୟ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଡାକି ଆଣିଲା।
ବିଦ୍ୟାଳୟରୁ ବଲ୍ଲବୀକୁ କେବଳ ଖାଇବାକୁ ମିଳିଥିଲା।
ପ୍ରଦୀପ୍ତର ବାପା ଗାଁ ବିଦ୍ୟାଳୟରେ ବଲ୍ଲବୀର ନାମ ଲେଖାଇ ଦେଇଥିଲେ।
ବଲ୍ଲବୀ କେବେହେଲେ ଅକ୍ଷର ଶିଖିପାରିଲା ନାହିଁ।
ସୁଦୀପ୍ତା ବଲ୍ଲବୀକୁ ପ୍ରଥମ ଶ୍ରେଣୀ ବହିରୁ ରଙ୍ଗୀନ ଚିତ୍ରସବୁ ଦେଖାଇଥିଲା।
ସନ୍ଧ୍ୟାବେଳେ ବଲ୍ଲବୀ ଛେଳିଗୁଡ଼ିକୁ ଜଙ୍ଗଲରେ ଛାଡ଼ି ସୁଦୀପ୍ତା ଘରକୁ ଯାଇଥିଲା।
ସୁଦୀପ୍ତା ବଲ୍ଲବୀକୁ ରାତିରେ ସେମାନଙ୍କ ଘରକୁ ପାଠ ପଢ଼ିବା ପାଇଁ ଡାକିଥିଲା।
ବଲ୍ଲବୀର ପାଠ ପଢ଼ିବାକୁ ଆଦୌ ଇଚ୍ଛା ନ ଥିଲା।
ସୁଦୀପ୍ତା ଓ ପ୍ରଦୀପ୍ତ ବଲ୍ଲବୀର ଗୋଡ଼ର କ୍ଷତକୁ ପୋଛି ଦେଇଥିଲେ।
ସୁଦୀପ୍ତା ଓ ପ୍ରଦୀପ୍ତ ସେହି ବାଟ ଦେଇ ବଜାରକୁ ଯାଉଥିଲେ।
ଗୋଡ଼ ଝୁଣ୍ଟି ପଡ଼ିବାରୁ ବଲ୍ଲବୀର ଗୋଡ଼ରୁ ରକ୍ତ ବାହାରୁଥିଲା।
ବଲ୍ଲବୀ ପ୍ରତିଦିନ ରାସ୍ତାକଡ଼ରେ ଗାଈ ଚରାଉଥିଲା।
ବଲ୍ଲବୀର ଘର କିଆପଦର ଗାଁରେ ଥିଲା।