ସବୁବେଳେ ମୋବାଇଲ ଦେଖିବା ପିଲାମାନଙ୍କ ପାଇଁ ଏକ ଉତ୍ତମ ଆଚରଣ।
କୁମ୍ଭୀର କେବଳ ଶୁଖିଲା ସ୍ଥଳଭାଗରେ ରହୁଥିବା ଏକ ପ୍ରାଣୀ।
ନିଜ କାମ ନିଜେ କରିବା ଏବଂ ଗୁରୁଜନଙ୍କ କଥା ମାନିବା ଭଲ ଅଭ୍ୟାସ।
କାଗଜ ଓ ଚପଲ ପାଣିରେ ପକାଇଲେ ସଙ୍ଗେ ସଙ୍ଗେ ମିଶିଯାଏ।
ଲୁଣ ଓ ଚିନି ପାଣିରେ ପକାଇଲେ ମିଶିଯାଏ।
କର୍ଲାପାଟ ଜଙ୍ଗଲରେ କୌଣସି ହାତୀ ରହୁ ନଥିଲେ।
ମଇଁଷିଙ୍କ ଦଳପତି ସମସ୍ତଙ୍କୁ ଏକତାର ଫଳ ବିଷୟରେ କହିଥିଲେ।
ଜଙ୍ଗଲର ସବୁ ପଶୁପକ୍ଷୀ ଗୋଟିଏ ବଡ଼ ଦଳରେ ମିଶି ଚରାବୁଲା କରୁଥିଲେ।
ଏହି ପାଠରୁ ଶିକ୍ଷା ମିଳେ ଯେ ଏକତା ହିଁ ପ୍ରକୃତ ବଳ।
ମଇଁଷିମାନଙ୍କ ଆକ୍ରମଣରେ ବଳୁଆ ବାଘଟି ସେହିଠାରେ ମରିଗଲା।
ସାଥୀ ମଇଁଷିର ବିପଦ ଦେଖି ଅନ୍ୟ ସବୁ ମଇଁଷି ବାଘ ଆଡ଼କୁ ମାଡ଼ି ଆସିଲେ।
ବାଘଟି ଡେଇଁପଡ଼ି ମଇଁଷିର ଲାଞ୍ଜକୁ ଧରି ପକାଇଲା।
ବାଘକୁ ଭାରି ଭୋକ ହେଉଥିଲା।
ବାଘଟି ଗଛ ଉପରେ ବସି ମଇଁଷିପଲଙ୍କୁ ଚାହୁଁଥିଲା।
କର୍ଲାପାଟ ଜଙ୍ଗଲଟି କଳାହାଣ୍ଡିରେ ଅବସ୍ଥିତ।