ସୂର୍ଯ୍ୟଙ୍କ କିରଣ ବହୁତ ପ୍ରଖର ଅଟେ।
ଭାଇ ଉଡ଼ାଜାହାଜରେ ବସି କଲିକତା ଯାଇଥିଲା।
ସୂର୍ଯ୍ୟଙ୍କ କିରଣରେ ବାଦଲଗୁଡ଼ିକ ସୁନା ଭଳି ଚକ୍ଚକ୍ କରୁଥିଲା।
ଦିନବେଳା ଆକାଶରେ ତାରାମାନେ ସ୍ପଷ୍ଟ ଭାବରେ ଦେଖାଯାଆନ୍ତି।
ପୂର୍ଣ୍ଣିମାରେ ଚନ୍ଦ୍ର ସମ୍ପୂର୍ଣ୍ଣ ଗୋଲ ଦେଖାଯାଏ।
ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହୁଅନ୍ତି।
କଳାହାଣ୍ଡିଆ ମେଘ ଘୋଟି ଆସିବାରୁ ସୁନାପେଣ୍ଡୁଟି ଆଉ ଦେଖାଗଲା ନାହିଁ।
କୁନି ଗୁଣ୍ଡୁଚି ରାତି ଆକାଶର ସୁନାପେଣ୍ଡୁକୁ ହାତରେ ଧରିନେଲା।
ମାଆ ଗୁଣ୍ଡୁଚି ରାତିରେ କୁନି ଗୁଣ୍ଡୁଚିକୁ ଚିକ୍ମିକ୍ କରୁଥିବା ତାରା ଓ ଜହ୍ନ ଦେଖାଇଲା।
ମାଆ ଗୁଣ୍ଡୁଚି କୁନି ଗୁଣ୍ଡୁଚି କଥା ଶୁଣି ତା' ଉପରେ ରାଗିଗଲା ଓ ଗାଳି କଲା।
ସଞ୍ଜ ନଇଁବା ପରେ କୁନି ଗୁଣ୍ଡୁଚିକୁ ଡର ଲାଗିଲା।
କିଛି ସମୟ ପରେ ପେଣ୍ଡୁଟା ସବୁଜ ରଙ୍ଗ ହୋଇ ପାହାଡ଼ ପାଖରେ ଲୁଚିଗଲା।
ଦିନସାରା ପେଣ୍ଡୁ ପଛରେ ଗୋଡ଼ାଇ ଗୋଡ଼ାଇ କୁନି ଗୁଣ୍ଡୁଚିଟି ହାଲିଆ ହୋଇଗଲା।
ପେଣ୍ଡୁଟିକୁ ଧରିବା ପାଇଁ ଗୁଣ୍ଡୁଚି ମୂଷା ନଈ ଭିତରକୁ ଡେଇଁପଡ଼ିଲା।
କୁନି ଗୁଣ୍ଡୁଚି ମୂଷା ଝିଲିମିଲି ଆକାଶରେ ପ୍ରଥମେ ଗୋଟିଏ ନାଲି ପେଣ୍ଡୁ ଝୁଲୁଥିବାର ଦେଖିଲା।