1ଅଭ୍ୟାସ କାର୍ଯ୍ୟ ଆଧାରରେ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ସରଳ ଭାଷାରେ ଲେଖ:
(କ) ବାଘ ବିଷୟରେ ଏକ ସୁନ୍ଦର ଧନ୍ଦା ବା ପହେଳି ତିଆରି କର।
(ଖ) "ଉପରୁ ପଡ଼ିଲା ଟେକା ଟିଏ, ତା’ ମୁଣ୍ଡରେ ଟୋପି ଟିଏ" - ଏହାର ନାମ ଲେଖ।
(ଗ) "ମାମୁ ଘରେ ଗୋଟେ ଗାଈ, ରାତି ପାହିଲେ ମୋଟେ ନାହିଁ" - ଏହାର ନାମ ଲେଖ।
(ଘ) ପାଠରେ ଥିବା 'ଶବଦ - ଶବ୍ଦ' ଓ 'ଶକତି - ଶକ୍ତି' ଭଳି ଆଉ ତିନୋଟି ସରଳ ଶବ୍ଦ ଏବଂ ସେଗୁଡ଼ିକର ଯୁକ୍ତାକ୍ଷର ରୂପ ଲେଖ।
10 marks