Tap an option to check your answer instantly.
‘ଣ୍ଡ’ ଯୁକ୍ତାକ୍ଷରଟି କେଉଁ ଦୁଇଟି ବର୍ଣ୍ଣ ମିଶି ଗଠିତ ହୋଇଛି ?
‘ବଗ ବଗୁଲୀଙ୍କୁ କଲା ଧଳା, କଜଳପାତୀକୁ କଲା ------------।’ - ଶୂନ୍ୟସ୍ଥାନ ପୂରଣ କର।
‘ସତ୍ୟ କହିବ ନିତ୍ୟ ତୁଣ୍ଡେ, କେବେ ହେଁ ନଥିବ ------------।’ - ପଦଟି ପୂରଣ କର।
‘କାକୁଡ଼ି, ସାରୁ, ଝୁଡ଼ଙ୍ଗ’ ମଧ୍ୟରୁ ସବୁଜ ପରିବା ଯୋଡ଼ିଟି କେଉଁଟି ?
ନିମ୍ନଲିଖିତ ମଧ୍ୟରୁ କେଉଁ ପରିବାଟି ସବୁଜ ରଙ୍ଗର ନୁହେଁ ?
‘ଗାଜର, ପୋଟଳ, ଭେଣ୍ଡି’ ମଧ୍ୟରୁ ସବୁଜ ରଙ୍ଗର ପରିବା କେଉଁଗୁଡ଼ିକ ?
‘ମୁ’ ଅକ୍ଷର ସହ ‘ଣ୍ଡ’ ଯୋଡ଼ିଲେ କେଉଁ ଶବ୍ଦ ତିଆରି ହେବ ?
‘ତୁ’ ଅକ୍ଷର ସହ ‘ଣ୍ଡ’ ଯୁକ୍ତାକ୍ଷର ଯୋଡ଼ିଲେ କେଉଁ ଶବ୍ଦ ଗଠନ ହୁଏ ?
‘ମେଣ୍ଢା ------------- ଟି ଭାରି ଟାଣ।’ - ଶୂନ୍ୟସ୍ଥାନ ପାଇଁ ଉପଯୁକ୍ତ ଶବ୍ଦ କେଉଁଟି ?
‘------------- ଦେହ ପାଇଁ ହିତକର।’ - ଶୂନ୍ୟସ୍ଥାନରେ କେଉଁଟି ଠିକ୍ ବସିବ ?
‘ହାତୀ ------------- ହଲାଇ ଚାଲୁଥାଏ।’ - ଉପଯୁକ୍ତ ଶବ୍ଦଟି କ’ଣ ହେବ ?
‘ଷଣ୍ଢ’ ଶବ୍ଦରେ କେଉଁ ଯୁକ୍ତାକ୍ଷର ବ୍ୟବହାର କରାଯାଇଛି ?
‘ଖଣ୍ଡା’ ଶବ୍ଦରେ ଥିବା ଯୁକ୍ତାକ୍ଷରଟି କ’ଣ ?
‘ମେଣ୍ଢା’ ଶବ୍ଦରେ କେଉଁ ଯୁକ୍ତାକ୍ଷରଟି ରହିଛି ?
ମାମୁନି ଖୁସି ହୋଇ କିପରି ବୁଲିଲା ?
ମୟୂରକୁ ରଙ୍ଗ କରିସାରି ମାମୁନି କିପରି ହସିଲା ?
ସବୁ ରଙ୍ଗ ଗୋଳି ହୋଇଯିବା ପରେ କେଉଁ କଣ୍ଢେଇ ଦେହରେ ବୋଳି ଦିଆଗଲା ?
ମୁଣ୍ଡ ବୁଲାଇବାରୁ ମାମୁନି ହାତରୁ କ’ଣ ପଡ଼ିଗଲା ?
ରଙ୍ଗ ଦେଉଥିବା ସମୟରେ ମାମୁନିର କ’ଣ ହେଲା ?
କେଉଁ ପକ୍ଷୀ ପାଇଁ ହଳଦିଆ ରଙ୍ଗ ବାଛିବା କଥା କୁହାଯାଇଛି ?
ଚିଲ ଦେହରେ ମାମୁନି କେଉଁ ରଙ୍ଗ ଦେଲା ?
ବଗ ଓ ବଗୁଲୀଙ୍କ ଦେହରେ କେଉଁ ରଙ୍ଗ ବୋଳାଗଲା ?
ମାମୁନି କୁଆ ଓ କୋଇଲିଙ୍କୁ କେଉଁ ରଙ୍ଗ କଲା ?
କାହା ହାତରେ ସବୁ ରଙ୍ଗ ଦେଖି ମାମୁନିର ଆଖି ଲାଖିଗଲା ?
ଆଇ ଗଢ଼ିଥିବା କଣ୍ଢେଇ ଦେହରେ କ’ଣ ନ ଥିଲା ?