1ଅଭ୍ୟାସରେ ଥିବା ପ୍ରଶ୍ନ ଆଧାରରେ ନିମ୍ନଲିଖିତ ବିଷୟଗୁଡ଼ିକର ବିସ୍ତୃତ ଉତ୍ତର ଲେଖ:
(କ) ମାଟି ବ୍ୟତୀତ ଆଉ କେଉଁ କେଉଁ ଜିନିଷରୁ କଣ୍ଢେଇ ଗଢ଼ାଯାଇପାରିବ ?
(ଖ) ପାଠରେ ଥିବା ପରିବାଗୁଡ଼ିକ (ଗାଜର, ପୋଟଳ, ଭେଣ୍ଡି, କାକୁଡ଼ି, ସାରୁ, ଝୁଡ଼ଙ୍ଗ, ମୂଳା, ସଜନା ଛୁଇଁ, ବନ୍ଧାକୋବି) ମଧ୍ୟରୁ ସବୁଜ ରଙ୍ଗର ପରିବାଗୁଡ଼ିକୁ ଅଲଗା କରି ଲେଖ।
10 marks