ଏହି ପାଠରେ ‘ଣ୍ଡ’ ଏବଂ ‘ଣ୍ଢ’ ଯୁକ୍ତାକ୍ଷର ବିଷୟରେ ଶିକ୍ଷା ଦିଆଯାଇଛି।
ଗାଜର ଏକ ସବୁଜ ରଙ୍ଗର ପରିବା ଅଟେ।
‘ଖଣ୍ଡା’ ଶବ୍ଦରେ ‘ଣ୍ଡ’ ଯୁକ୍ତାକ୍ଷର ବ୍ୟବହାର ହୋଇଛି।
‘ମେଣ୍ଢା’ ଶବ୍ଦରେ ‘ଣ୍ଡ’ ଯୁକ୍ତାକ୍ଷର ରହିଛି।
ମୟୂର ଦେହରେ ରଙ୍ଗ ବୋଳିବା ପରେ ମାମୁନି ଖୁସିରେ ଘିରିଘିରି ବୁଲିଲା।
ଗୋଳି ହୋଇଯାଇଥିବା ସବୁ ରଙ୍ଗକୁ ମାମୁନି ପାରା ଦେହରେ ବୋଳିଦେଲା।
ହାତରୁ ରଙ୍ଗଡବା ପଡ଼ିଯିବା ଯୋଗୁଁ ସବୁ ରଙ୍ଗ ଏକାଠି ଗୋଳି ହୋଇଗଲା।
ମାମୁନି ଡରିଯିବାରୁ ତା’ ହାତରୁ ରଙ୍ଗଡବା ତଳେ ପଡ଼ିଗଲା।
ହଳଦୀ ବସନ୍ତ କଣ୍ଢେଇକୁ ହଳଦିଆ ରଙ୍ଗ ଦେବା ବାକି ରହିଥିଲା।
ଚିଲ କଣ୍ଢେଇ ଦେହରେ ମାମୁନି ନାଲି ରଙ୍ଗ ଦେଇଥିଲା।
ମାମୁନି ବଗ ଓ ବଗୁଲୀ କଣ୍ଢେଇ ଦେହରେ ଧଳା ରଙ୍ଗ ବୋଳିଥିଲା।
ମାମୁନି କୁଆ ଓ କୋଇଲି କଣ୍ଢେଇକୁ ଧଳା ରଙ୍ଗ କଲା।
ଆଇ ଗଢ଼ିଥିବା ମାଟି କଣ୍ଢେଇ ଦେହରେ କୌଣସି ରଙ୍ଗ ନ ଥିଲା।
ମାମୁନି ପାଇଁ ମାମୁ ମାଟିର କଣ୍ଢେଇ ଗଢ଼ିଦେଇଥିଲେ।
କଣ୍ଢେଇ ଗୋଟିଏ ହେଲେ ନ ଥିବାରୁ ମାମୁନି କଇଁକଇଁ ହୋଇ କାନ୍ଦୁଥିଲା।