‘ସମତୁଲ’ ଶବ୍ଦର ବିପରୀତ ଶବ୍ଦ ହେଉଛି ‘ଆବଡ଼ା ଖାବଡ଼ା’।
ଆଗକାଳରେ ପ୍ରାଥମିକ ବିଦ୍ୟାଳୟକୁ ‘କଲେଜ’ କୁହାଯାଉଥିଲା।
‘ଚାଟ’ ଶବ୍ଦର ଅର୍ଥ ହେଉଛି ଛାତ୍ର ବା ପାଠ ପଢ଼ୁଥିବା ପିଲା।
ମଧୁବାବୁଙ୍କ ବୀର ବାଣୀ ଓଡ଼ିଶାବାସୀଙ୍କ ମନରେ କୌଣସି ପ୍ରଭାବ ପକାଇ ନଥିଲା।
ମଧୁ ବାରିଷ୍ଟର ନିଜ ଦେଶ ପାଇଁ ଅନେକ କାମ କରି ଚିରଦିନ ପାଇଁ ଯଶ ରଖିଯାଇଛନ୍ତି।
ଏହି କବିତାରେ ବର୍ଣ୍ଣିତ ପିଲାଟି ବଡ଼ ହୋଇ ‘ଗୋପବନ୍ଧୁ ଦାସ’ ନାମରେ ପରିଚିତ ହେଲେ।
ଗୁରୁଜୀ ଚାଟସଭା ଡକାଇ ଭଲ କାମ କଲେ ଦୁନିଆରେ ବଡ଼ ହେବ ବୋଲି କହିଥିଲେ।
ପିଲାମାନଙ୍କର ଏହି କାମ ଦେଖି ଗାଁ ଲୋକେ ତାଙ୍କ ଉପରେ ରାଗିଗଲେ।
ପିଲାମାନେ ବାଲି, ଗୋଡ଼ି ଓ ମାଟି ପକାଇ ଗାଁ ଦାଣ୍ଡ ରାସ୍ତା ସମତୁଲ କଲେ।
ରଜ ଛୁଟି ସମୟରେ ପିଲାମାନେ ଏକାଠି ହୋଇଥିଲେ।
ଗୁରୁଜୀ ପିଲାଟିକୁ ଦେଖି ଏତେ ସରି ତୋତେ କିଏ କଲା ବୋଲି ପଚାରିଥିଲେ।
ଲୁଗାପଟା କାଦୁଅ ହୋଇଯିବାରୁ ପିଲାଟି ଡରିଯାଇ ଘରକୁ ଫେରିଗଲା।
ବାଟରେ ଯାଉଥିବା ବେଳେ କାଦୁଅରେ ପିଲାଟିର ଗୋଡ଼ ଖସି ସେ ତଳେ ପଡ଼ିଗଲା।
ପିଲାଟି ଖରାଟିଆ ଦିନେ ଘରେ ବସି ରହିଥିଲା।
କବିତାରେ ବର୍ଣ୍ଣିତ ଛୋଟ ପିଲାଟି ଗାଁ ଚାହାଳିର ଚାଟ ଥିଲା।