‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ’ ଏହା ଓଡ଼ିଆ ଭାଗବତର ଏକ ବାଣୀ।
କବିତାରେ ପିମ୍ପୁଡ଼ିକୁ ସଂସାରର ସବୁଠାରୁ ଅବାଧ୍ୟ ପ୍ରାଣୀ କୁହାଯାଇଛି।
ସବୁ ପକ୍ଷୀ ଏକାଠି ମିଶି ଗଛ ହାଣିବାକୁ ଆସିଥିବା ଯୁବକକୁ ଘଉଡ଼ାଇ ଦେଲେ।
ଯୁବକଟିକୁ ଗଛ ହାଣିବାକୁ ଆସିବା ଦେଖି ପକ୍ଷୀମାନେ ଖୁସି ହୋଇଗଲେ।
ଗଛରେ ଥିବା ବୁଢ଼ା ଶାଗୁଣାଟି ସବୁ ପକ୍ଷୀଙ୍କୁ ଏକାଠି କରିଥିଲା।
ଝଡ଼ି ବର୍ଷା ସମୟରେ ପିମ୍ପୁଡ଼ି ବାହାରେ ବୁଲି ବୁଲି ଖାଦ୍ୟ ଖୋଜେ।
ସମୟ ଥାଉଁ ଥାଉଁ ସଜାଗ ରହିଲେ ବିପଦ ପାଖକୁ ଆସେ ନାହିଁ।
ପିମ୍ପୁଡ଼ିର ମୁଣ୍ଡ ଛୋଟ ହୋଇଥିବାରୁ ତା’ର ବୁଦ୍ଧି କମ୍ ଥାଏ।
ପିମ୍ପୁଡ଼ି ସର୍ବଦା ଶୃଙ୍ଖଳାର ସହିତ କାମ କରିଥାଏ।
ପିମ୍ପୁଡ଼ି ନିଜ ଦଳପତିଙ୍କ ଆଜ୍ଞା ମାନେ ନାହିଁ।
ପିମ୍ପୁଡ଼ି କଳା କୌଶଳରେ ଘର ତିଆରି କରୁଥିବାରୁ ଜଗତ ତାକୁ କାରିଗର ବୋଲି କହେ।
ପିମ୍ପୁଡ଼ି ବଳକା ଥିବା ଖାଦ୍ୟକୁ ନଷ୍ଟ କରିଦିଏ।
ପିମ୍ପୁଡ଼ି ବନ୍ଧୁ ପରିଜନଙ୍କୁ ସାଥିରେ ନେଇ ଆହାର ପାଇଁ ଧାଉଁଥାଏ।
ପିମ୍ପୁଡ଼ି ଏକ ଅଳସୁଆ ପ୍ରାଣୀ।
ମାମୁନି ପିମ୍ପୁଡ଼ିଟିକୁ ପାଖକୁ ଡାକି ତାର ଗୁଣ ବିଷୟରେ କହିଛି।