କେତେକ ବିଛା ଜାତୀୟ କୀଟଙ୍କର ତିରିଶରୁ ତିନିଶହ ବୟାଅଶୀ ପର୍ଯ୍ୟନ୍ତ ଗୋଡ଼ ଥାଇପାରେ ।
ଆମ ଦେଶର ଜାତୀୟ ପଶୁ ହେଉଛି ସିଂହ ।
କୋଇଲିର ଡାକ ‘କୁହୁ କୁହୁ’ ଏବଂ କାଉର ଡାକ ‘କା... କା...’ ଅଟେ ।
ସାପ ଗୋଡ଼ ସାହାଯ୍ୟରେ ଦୌଡ଼ି ଦୌଡ଼ି ଯିବା ଆସିବା କରେ ।
ଲୁଚକାଳି ଖେଳିବା ବେଳେ ହାତୀର ବଡ଼ ଆକାର ଯୋଗୁଁ ପିମ୍ପୁଡ଼ି ତାକୁ ସହଜରେ ଜାଣି ପାରୁଥିଲା ।
ହାତୀ ଗୋଡ଼ରେ କଣ୍ଟା ଫୁଟିଯିବାରୁ ଭାଲୁ ତାହାକୁ କାଢ଼ି ଦେଇଥିଲା ।
ବିଛା ପ୍ରାୟତଃ ଅନ୍ଧାରୁଆ ଓ ଓଦା ଜାଗାରେ ରହିଥାଏ ।
ପ୍ରଜାପତି ଏବଂ ମହୁମାଛିଙ୍କର ଚାରୋଟି ଲେଖାଏଁ ଗୋଡ଼ ଥାଏ ।
ହାତୀର ଚାରୋଟି ଗୋଡ଼ ଏବଂ ଗୋଟିଏ ଲମ୍ବା ଶୁଣ୍ଢ ଅଛି ।
ସବୁ ପକ୍ଷୀଙ୍କର ଚାରୋଟି ଲେଖାଏଁ ଗୋଡ଼ ଥାଏ ।
ମାଙ୍କଡ଼ ତା’ର ଆଗ ଦୁଇଟି ଗୋଡ଼କୁ ହାତ ପରି କାମରେ ଲଗାଏ ।
ବଣର ପାଠଶାଳାରେ ଭାଲୁ ଗୁରୁଜୀ ହୋଇ ପାଠ ପଢ଼ାଉଥିଲେ ।
ବୁଢ଼ିଆଣୀ ଏବଂ ମାଙ୍କଡ଼ସାର ଆଠଟି ଗୋଡ଼ ଥାଏ ।
ମଶା ଏବଂ ମାଛିଙ୍କର ଆଠଟି ଲେଖାଏଁ ଗୋଡ଼ ଥାଏ ।
ସାପ, ଜିଆ ଏବଂ ଜୋକ ପରି ଜୀବମାନଙ୍କର ଗୋଡ଼ ନଥାଏ ।