ବେଙ୍ଗ ପିମ୍ପୁଡ଼ିକୁ କହିଲା ଯେ ତାକୁ ଗୁଡ଼ ଖାଇବାକୁ ବହୁତ ଭଲ ଲାଗେ ଓ ସେ ସବୁଦିନ ଗୁଡ଼ ଖାଏ ।
କାଗଜ ଚଢ଼େଇ ତିଆରି କରିବା ପାଇଁ ଲୁହା କଣ୍ଟା ଓ ପଥର ଆବଶ୍ୟକ ହୁଏ ।
‘ପରିଶ୍ରମୀ’ ଶବ୍ଦର ବିପରୀତ ଶବ୍ଦ ହେଉଛି ‘ଅଳସୁଆ’ ।
‘ଆପଣା’ ଶବ୍ଦର ବିପରୀତ ଶବ୍ଦ ହେଉଛି ‘ସୁଖ’ ।
ମାଟି ବୁକୁରେ ନଈ ବହିଯାଇ ସାଗରରେ ମିଶିଥାଏ ।
ମାଟିରୁ କେବଳ ଖେଳନା ତିଆରି ହୁଏ, ଠାକୁର ମୂର୍ତ୍ତି ଗଢ଼ାଯାଏ ନାହିଁ ।
ମାଟି କୁମ୍ପିରେ ପଇସା ସାଇତି ରଖାଯାଏ ।
କୃଷକ ଭାଇ ନଈରୁ ସୁନା ଫଳାଇଥାଏ ।
ମାଟିକୁ ଖୋଳିଲେ କୋଇଲା, ହୀରା ଓ ସୁନା ମିଳିଥାଏ ।
ମାଟି ଚୁଲିରେ ମାଟି ହାଣ୍ଡି ବସାଇ ରୋଷେଇ କରାଯାଏ ।
ବିଛାକୁ ଦେଖି ବେଙ୍ଗ ମୁଣ୍ଡରେ ହାତ ଦେଇ ବସିପଡ଼ିଲା ।
ପରଦିନ ପିମ୍ପୁଡ଼ି ତା’ ସାଙ୍ଗ ପାରାକୁ ବେଙ୍ଗ ପାଖକୁ ନେଇ ଆସିଲା ।
ପିମ୍ପୁଡ଼ିର ଗୋଡ଼ ଦେଖି ବେଙ୍ଗ ଛଅଟି ଜୋତା ତିଆରି କରିବାକୁ ପଡ଼ିବ ବୋଲି ଭାବିଥିଲା ।
ପିମ୍ପୁଡ଼ି ତାର ସାଙ୍ଗ ମାଛି ପାଇଁ ଜୋତା ତିଆରି କରିବାକୁ ବେଙ୍ଗକୁ କହିଥିଲା ।
ବେଙ୍ଗଟି ତାର ଦୋକାନରେ ବସି ଜୋତା ତିଆରି କରୁଥିଲା ।