ଆମ୍ବ ଏକ ବୁଦାଳିଆ ଗଛ ଅଟେ।
ପାଠ୍ୟପୁସ୍ତକରେ କଦଳୀକୁ ଏକ ମଞ୍ଜି ନଥିବା ଫଳ ଭାବରେ ଦର୍ଶାଯାଇଛି।
ସୋମୁନା ଏକୁଟିଆ ଗଛର ଯତ୍ନ ନେବ ବୋଲି ସ୍ଥିର କଲା।
ପାୟଲର ଶୁଖିଲା ମୁହଁ ଦେଖି ସୋମୁନା ତାକୁ ଆଶ୍ୱାସନା ଦେଇ ବୁଝାଇଥିଲା।
ବାପାଙ୍କ କଥା ଶୁଣି ସୋମୁନାର ମୁହଁ ଶୁଖିଗଲା।
ଗଛରେ ଆମ୍ବ ଫଳିବା ପାଇଁ ଆହୁରି ଚାରି-ପାଞ୍ଚ ବର୍ଷ ଲାଗିବ ବୋଲି ବାପା କହିଥିଲେ।
ବାପା କହିଲେ ଯେ ଆରବର୍ଷକୁ ଗଛଟି ବଡ଼ ହୋଇ ସେଥିରେ ଆମ୍ବ ଫଳିଯିବ।
ଆମ୍ବ ଚାରାକୁ ଦେଖି ସୋମୁନା ଓ ପାୟଲ କାନ୍ଦିବାକୁ ଲାଗିଲେ।
ସୋମୁନାର ଡାକ ଶୁଣି ପାୟଲ ଧାଇଁ ଆସିଲା।
ଟାକୁଆରୁ ପ୍ରଥମେ ଚାରୋଟି ପତର ବାହାରିଥିଲା।
ପ୍ରଥମେ ଗଛ ନ ଉଠିବାରୁ ସୋମୁନା ମନଦୁଃଖରେ ପାଣି ଦେବା ବନ୍ଦ କରିଦେଇଥିଲା।
ସୋମୁନା ପ୍ରତିଦିନ ସନ୍ଧ୍ୟାବେଳେ ଆମ୍ବ ଟାକୁଆ ପୋତା ହୋଇଥିବା ଜାଗାକୁ ସଫା କରୁଥିଲା।
ସୋମୁନା ଆମ୍ବ ଟାକୁଆକୁ ନିଜ ଘର ବଗିଚାରେ ପୋତିଥିଲା।
ଅଜା ସାଥିରେ ପାଚିଲା ପଣସ ଆଣିଥିଲେ।
ଅଜା ଖରାଦିନେ ସୋମୁନା ଘରକୁ ଆସିଥିଲେ।