ବିପଦ ସମୟରେ ପ୍ରକୃତ ବନ୍ଧୁର କର୍ତ୍ତବ୍ୟ କ’ଣ ହେବା ଉଚିତ ?
'ବାଇଚଢ଼େଇ ଓ ହାତୀ' କାହାଣୀଟି କେଉଁ ଗଳ୍ପରୁ ସଂଗୃହୀତ ହୋଇଛି ?
ଶେଷରେ ଅତ୍ୟାଚାରୀ ହାତୀର କ’ଣ ହେଲା ?
କାଠହଣା ଚଢ଼େଇ ହାତୀକୁ କିପରି ଅନ୍ଧ କରିଦେଲା ?
ବୀଣାରବା ମହୁମାଛିର ସାଙ୍ଗ ଥିବା ବେଙ୍ଗର ନାମ କ’ଣ ଥିଲା ?
କାଠହଣା ଚଢ଼େଇର ମହୁମାଛି ସାଙ୍ଗର ନାମ କ’ଣ ଥିଲା ?
ବଣୁଆ ହାତୀ କାହିଁକି ତମାଳ ଗଛର ଛାଇକୁ ଆସିଲା ?
ବାଇ ଚଢ଼େଇ କେଉଁ ଗଛରେ ବସା କରି ରହୁଥିଲା ?
ଏହି କାହାଣୀରୁ ଆମେ କି ଶିକ୍ଷା ପାଉ ?
ହାତୀଠାରୁ ପ୍ରତିଶୋଧ ନେବା ପାଇଁ କେଉଁ କେଉଁ ଜୀବ ବାଇ ଚଢ଼େଇକୁ ସାହାଯ୍ୟ କରିଥିଲେ ?
ହାତୀ କାହିଁକି ବଡ଼ ଗାତ ଆଡ଼କୁ ଗଲା ?
ବାଇଚଢ଼େଇ ଓ ହାତୀ ଗଳ୍ପରେ ହାତୀ କାହିଁକି ଦଣ୍ଡ ପାଇଲା ଏବଂ ଏଥିରୁ ଆମକୁ କ’ଣ ଶିକ୍ଷା ମିଳେ ?
‘ବନ୍ଧୁତା’ ବିଷୟରୁ ପ୍ରକୃତ ବନ୍ଧୁ ବା ସାଙ୍ଗର କେଉଁ କେଉଁ ମହତ୍ ଗୁଣ ବିଷୟରେ ଶିକ୍ଷା ମିଳେ ?
‘ବାଇଚଢ଼େଇ ଓ ହାତୀ’ ଗଳ୍ପର ସାରାଂଶ ଲେଖି ଏଥିରୁ ମିଳୁଥିବା ମୁଖ୍ୟ ଶିକ୍ଷା ସମ୍ପର୍କରେ ଆଲୋଚନା କର।
ମେଘନାଦ ବେଙ୍ଗର ଯୋଜନା ଅନୁସାରେ ସମସ୍ତେ ମିଶି ହାତୀକୁ କିପରି ଶାସ୍ତି ଦେଲେ ? ସମ୍ପୂର୍ଣ୍ଣ ଘଟଣାଟି ବର୍ଣ୍ଣନା କର।
ଅନ୍ଧ ହୋଇଯିବା ପରେ ହାତୀ କାହିଁକି ଏଣେତେଣେ ବୁଲିଲା ?
ହାତୀ କାହିଁକି ଆନନ୍ଦରେ ବିଭୋର ହୋଇ ଆଖି ବନ୍ଦ କରିଦେଲା ?
କାଠହଣା ଚଢ଼େଇ ଦୁଃଖୀ ସ୍ତ୍ରୀ ବାଇ ଚଢ଼େଇକୁ କ’ଣ ବୁଝାଇଥିଲା ?
ବାଇ ଚଢ଼େଇର ଅଣ୍ଡାଗୁଡ଼ିକ କିପରି ନଷ୍ଟ ହୋଇଗଲା ?
କାଠହଣା ଚଢ଼େଇ ବାଇଚଢ଼େଇକୁ କିପରି ବୁଝାଇଲା ଏବଂ ତାକୁ ସାହାଯ୍ୟ କରିବା ପାଇଁ କ’ଣ ପଦକ୍ଷେପ ନେଲା ?
ହାତୀ କିପରି ବାଇଚଢ଼େଇର ବସା ଭାଙ୍ଗିଦେଲା ଏବଂ ଏହାପରେ ବାଇଚଢ଼େଇ ପରିବାରର କ’ଣ ଅବସ୍ଥା ହେଲା ?