ଜଗନ୍ନାଥ ମନ୍ଦିର ଏବଂ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ପୃଥିବୀରେ ପ୍ରସିଦ୍ଧ ।
ପତ୍ର ପ୍ରେରକ ଜିତେନ୍ଦ୍ର ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଗ୍ରାମରେ ବାସ କରେ ।
ଜିତେନ୍ଦ୍ର ତାର ସାଙ୍ଗସାଥୀଙ୍କ ସହ କ୍ରିକେଟ, କବାଡ଼ି ଓ ଖୋ-ଖୋ ପରି ଖେଳ ଖେଳେ ।
ଭୁବନେଶ୍ୱରରେ ଥିବା ବିମାନବନ୍ଦରର ନାମ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ।
ଜିତେନ୍ଦ୍ର ପ୍ରତିଦିନ ସକାଳୁ ତାଙ୍କ ପିଉସୀଙ୍କ ସହ ମିଶି ଯୋଗ ଓ ବ୍ୟାୟାମ କରେ ।
ଜିତେନ୍ଦ୍ରର ମାମୁ ତାକୁ ପହଁରିବା ଶିଖାଇଥିଲେ ।
ବାର ବର୍ଷର ବାଳକ ଧର୍ମପଦ କୋଣାର୍କ ମନ୍ଦିରର ମୁଣ୍ଡି ମାରିଥିଲା ।
ରଥ ଆକୃତିର କୋଣାର୍କ ମନ୍ଦିରରେ ବାରଟି ଘୋଡ଼ା ଓ ବାରଟି ଚକ ରହିଛି ।
ରାଜା ନରସିଂହଦେବ ବାରଶହ ବଢ଼େଇଙ୍କୁ ଲଗାଇ କୋଣାର୍କ ମନ୍ଦିର ତିଆରି କରାଇଥିଲେ ।
କୋଣାର୍କ ମନ୍ଦିରରେ ଭଗବାନ ଶିବଙ୍କୁ ପୂଜା କରାଯାଏ ।
କୋଣାର୍କ ମନ୍ଦିର ଚନ୍ଦ୍ରଭାଗା ନଦୀର ମୁହାଣରେ ଅବସ୍ଥିତ ।
ବାପାଙ୍କ ଦେହ ଖରାପ ଥିବାରୁ ଜେଜେମା ତାଙ୍କର ଯତ୍ନ ନେବା ପାଇଁ ଘରେ ରହିଲେ ।
ଜିତେନ୍ଦ୍ର ଓ ତାଙ୍କ ବୋଉ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଟ୍ରେନରେ ବସି ପୁରୀ ଯାଇଥିଲେ ।
ଜିତେନ୍ଦ୍ରର ମାମୁଘର କଟକ ସହରରେ ଅବସ୍ଥିତ ।
ଜିତେନ୍ଦ୍ର ତାର ବନ୍ଧୁ ସିଦ୍ଧାର୍ଥ ନିକଟକୁ ପତ୍ର ଲେଖିଛି ।