ଛତୁଆରେ ଗୁଡ଼, ନଡ଼ିଆ ଓ କଦଳୀ ମିଶାଇ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ ।
‘ଉଡ଼ା ପାଟୁଆ’ କଟକ ଜିଲ୍ଲାରେ ଦେଖିବାକୁ ମିଳିଥାଆନ୍ତି ।
ବଡ଼ମ୍ବାର ଭଟ୍ଟାରିକା ଏବଂ କାକଟପୁରର ମଙ୍ଗଳା ପୀଠରେ ଝାମୁଯାତ୍ରା ହୁଏ ।
ଅକ୍ଷୟ ତୃତୀୟା ପର୍ବରେ କୃଷକ ମା’ ସରସ୍ୱତୀଙ୍କୁ ପୂଜା କରି ଚାଷ କାର୍ଯ୍ୟ ଆରମ୍ଭ କରିଥାଏ ।
ଶିବ ଓ ପାର୍ବତୀଙ୍କ ପାଇଁ ବ୍ରତ ମନାସିଥିବା ଭକ୍ତମାନଙ୍କୁ ପାଟୁଆ କୁହାଯାଏ ।
ବର୍ଷକ ବାର ଋତୁ ଓ ଛଅ ମାସ ଅଟେ ।
ଚଉରା ଉପରେ ବନ୍ଧା ହୋଇଥିବା ମାଟି ଠେକିରେ ଗୋଟିଏ ମାସ ଯାଏଁ ପାଣି ଦିଆଯାଏ ।
ପଣା ସଂକ୍ରାନ୍ତି ଦିନ ଘରେ ଓ ମନ୍ଦିରମାନଙ୍କରେ ଆମ୍ବପଣା ପ୍ରସ୍ତୁତ କରାଯାଏ ।
ପଣା ସଂକ୍ରାନ୍ତି ଦିନଠାରୁ ପୁରୀ ଜଗନ୍ନାଥ ମନ୍ଦିରରେ ନୂଆ ପାଞ୍ଜି ପ୍ରଚଳନ କରାଯାଏ ।
ଝାମୁଯାତ୍ରାରେ ଭକ୍ତମାନେ ଥଣ୍ଡା ପାଣି ଭିତରେ ଚାଲିଥାଆନ୍ତି ।
ମୟୂରଭଞ୍ଜ ଜିଲ୍ଲାର ବାରିପଦାର ଛଉନୃତ୍ୟ ପୃଥିବୀ ପ୍ରସିଦ୍ଧ ।
କଣ୍ଟା ଉପରେ ଗଡ଼ି ନାଚୁଥିବା ପାଟୁଆମାନଙ୍କୁ ‘ଉଡ଼ା ପାଟୁଆ’ କୁହାଯାଏ ।
ଦଣ୍ଡ ହେଉଛି ପ୍ରଭୁ ଶିବ ଏବଂ ମାତା ପାର୍ବତୀଙ୍କର ପ୍ରତୀକ ।
ପଣା ସଂକ୍ରାନ୍ତି ଦିନ ତୁଳସୀ ଚଉରା ଉପରେ ଆମ୍ବ ଡାଳ ଦେଇ ମାଟିର ଠେକି ବନ୍ଧାଯାଏ ।
ଓଡ଼ିଶାର ନୂଆ ବର୍ଷ ବୈଶାଖ ମାସ ପଣା ସଂକ୍ରାନ୍ତି ଦିନଠାରୁ ଆରମ୍ଭ ହୁଏ ।