କୁମ୍ଭ ମେଳା ହେଉଛି ବିଶ୍ୱର ସବୁଠାରୁ ବଡ଼ ମେଳା।
କୁମ୍ଭ ମେଳା ପ୍ରତି ପାଞ୍ଚ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ।
ମେଳାରୁ ବାହାରିବା ସମୟରେ ପୋଲିସ ଅଧିକାରୀଙ୍କ ସହିତ ଏକ ତାଲିମପ୍ରାପ୍ତ କୁକୁର ଥିଲା।
ଖାଇ ସାରିବା ପରେ ପିଲାମାନେ ଅଦରକାରୀ ଜିନିଷକୁ ରାସ୍ତା ଉପରେ ଫିଙ୍ଗି ଦେଇଥିଲେ।
ଖାଦ୍ୟ ଖାଇବା ପୂର୍ବରୁ ପିଲାମାନେ ଭଲ ଭାବରେ ହାତ ଧୋଇଥିଲେ।
ଶ୍ରଦ୍ଧା ଏବଂ ସ୍ମିତା ମେଳାରୁ ସୁନାର ମୂଲ୍ୟବାନ ହାର କିଣିଥିଲେ।
ମେଳା ପରିସରରେ ଆମ୍ବୁଲାନ୍ସ, ପୋଲିସ୍ ଜିପ୍ ଓ ଦମକଳ ବାହିନୀ ନିୟୋଜିତ ହୋଇଥିଲେ।
ଜେଜେମା’ଙ୍କ ସୁବିଧା ପାଇଁ ମୋହନ ମଉସା ଏବଂ ରୋହିତ ସାଇକେଲ୍ ଆଣିବାକୁ ଯାଇଥିଲେ।
ମେଳାର ପ୍ରବେଶ ଦ୍ୱାରରେ ଷ୍ଟଲ୍ଗୁଡ଼ିକର ସ୍ଥାନ ଦର୍ଶାଉଥିବା ଏକ ନକ୍ସା ରହିଥିଲା।
ବସ୍ରେ ଯିବା ସମୟରେ ଝରକା ବାହାରକୁ ହାତ କିମ୍ବା ମୁଣ୍ଡ ବାହାର କରିବା ନିରାପଦ ଅଟେ।
ରୋହିତଙ୍କ ବାପା କଣ୍ଡକ୍ଟରଙ୍କଠାରୁ ୫ଟି ଫୁଲ୍ ଓ ୪ଟି ହାଫ୍ ଟିକେଟ୍ କିଣିଥିଲେ।
ମୋହନ ମଉସା ଏବଂ ତାଙ୍କ ପରିବାର ମେଳାକୁ ବିମାନରେ ଆସିଥିଲେ।
ଘରୁ ବାହାରିବା ପୂର୍ବରୁ ଜେଜେମାଆ ପାଣି ବୋତଲ ନେବାକୁ ମନେ ପକାଇ ଦେଇଥିଲେ।
ଜେଜେମାଆଙ୍କ ଗୋଡ଼ରେ ଯନ୍ତ୍ରଣା ହେଉଥିଲା।
ମେଳା ସ୍ଥାନଟି ଅନୀତାଙ୍କ ଘରଠାରୁ ବହୁତ ପାଖରେ ଥିବାରୁ ସେମାନେ ଚାଲି ଚାଲି ଗଲେ।