ଜାମୁକୋଳି ଗଛର ପତ୍ରଗୁଡ଼ିକ ଅତି ପତଳା ଏବଂ ଖସଡ଼ା ହୋଇଥାଏ।
କେତେକ ଆଶ୍ରିତ ଲତା ଯେଉଁ ଗଛ ଉପରେ ମାଡ଼ିଥାଆନ୍ତି ସେହି ଗଛରୁ ଖାଦ୍ୟ ମଧ୍ୟ ସଂଗ୍ରହ କରନ୍ତି।
ଛାଲି ହେଉଛି ଗଛର କୋମଳ ଆଭ୍ୟନ୍ତରୀଣ ଅଂଶ।
ରାଫଲେସିଆ ହେଉଛି ସବୁଠାରୁ ବଡ଼ ଫୁଲ ଯାହା ଛତା ଭଳି ବଡ଼।
ଆଖୁ ଗଛରୁ ଲୁଣ ତିଆରି କରାଯାଏ।
ସବୁ ଗଛର ପତ୍ରର ବାସ୍ନା ଏକା ପରି ହୋଇଥାଏ।
କଖାରୁ ଏବଂ ତରଭୂଜ ହେଉଛି ବିନା ଆଶ୍ରିତ ଲତାର ଉଦାହରଣ।
ମନି ପ୍ଲାଣ୍ଟ ନିଜେ ନିଜେ ସିଧା ଠିଆ ହୋଇ ବଢ଼ିପାରେ।
ବାଉଁଶ ହେଉଛି ସବୁଠାରୁ ଲମ୍ବା ଘାସ।
ଆମେ ଖାଉଥିବା ଧାନ, ଗହମ, ବାଜରା ଓ ମାଣ୍ଡିଆ ଆଦି ଶସ୍ୟ ବଡ଼ ଘାସର ମଞ୍ଜି ଅଟେ।
ଘାସ ହେଉଛି ଏକ ପ୍ରକାର ଗୁଳ୍ମ।
ଗୁଳ୍ମ ଜାତୀୟ ଉଦ୍ଭିଦଗୁଡ଼ିକର କାଣ୍ଡ ଟାଣ ଓ ମୋଟା କାଠଗଣ୍ଡି ବିଶିଷ୍ଟ ଅଟେ।
ଆମେ ଖାଉଥିବା ହରଡ଼, ମସୁର, ମୁଗ ଓ ବିରି ଡାଲି ବଡ଼ ଗଛରୁ ମିଳିଥାଏ।
ତୁଳସୀ ଏବଂ ଗୋଲାପ ହେଉଛି ବୁଦାଜାତୀୟ ଉଦ୍ଭିଦ।
ଗଛର ମୂଳ ମାଟିର ବହୁତ ଗଭୀରକୁ ଯାଇଥାଏ।